ETV Bharat / bharat

ହାଥରସ ଦୁଷ୍କର୍ମ ମାମଲା: ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର - ହାଥରସ ଦୁଷ୍କର୍ମ ମାମଲା

ରାହୁଲ ଗାନ୍ଧୀ ହାଥରସ ପୀଡିତାଙ୍କ ମୃତ୍ୟୁ ନେଇ ଯୋଗୀ ସରକାରଙ୍କୁ କହିଛନ୍ତି, ଯୋଗୀ ସରକାର ଏବଂ ତାଙ୍କ ପୋଲିସଙ୍କ କହିବା ଅନୁଯାୟୀ କାହାର ଦୁଷ୍କର୍ମ ହୋଇନାହିଁ । ଏହାର ମାନେ ସେ(ପୀଡିତା) କେହି ନୁହେଁ ।

ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର

author img

By

Published : Oct 11, 2020, 12:34 PM IST

ନୂଆଦିଲ୍ଲୀ: ପୁଣି ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ହାଥରସ ପୀଡିତାଙ୍କ ମୃତ୍ୟୁ ନେଇ ଯୋଗୀ ସରକାରଙ୍କୁ କହିଛନ୍ତି, ଯୋଗୀ ସରକାର ଏବଂ ତାଙ୍କ ପୋଲିସଙ୍କ କହିବା ଅନୁଯାୟୀ ତାଙ୍କ ଯୋଗୁଁ ଏବଂ ଅନ୍ୟ ଭାରତୀୟଙ୍କ ଯୋଗୁ କାହାର ଦୁଷ୍କର୍ମ ହୋଇନାହିଁ । ଏହାର ମାନେ ସେ(ପୀଡିତା) କେହି ନୁହେଁ ।

ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର
ପୁଣି ରାହୁଲ ଗାନ୍ଧୀଙ୍କ ଟାର୍ଗେଟରେ ଯୋଗୀ ସରକାର

ଏକ ଟ୍ବିଟ୍‌ରେ ରାହୁଲ ଗାନ୍ଧୀ କହିଛନ୍ତି, ‘ଲଜ୍ଜାଜନକ ସତ୍ୟ ଏହା ଯେ ଅନେକ ଭାରତୀୟ ଦଳିତ, ମୁସଲମାନ ଏବଂ ଆଦିବାସୀଙ୍କୁ ମଣିଷ ବୋଲି ଭାବନ୍ତି ନାହିଁ। ୟୁପି ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପୋଲିସ କହିଛି ଯେ ତାଙ୍କ ଯୋଗୁଁ ଏବଂ ଅନ୍ୟ ଭାରତୀୟଙ୍କ ଯୋଗୁ କାହାର ଦୁଷ୍କର୍ମ ହୋଇନାହିଁ । ଏହାସହ ସେ ଏକ ମିଡିଆ ରିପୋର୍ଟକୁ ମଧ୍ୟ ଟ୍ୟାଗ୍ କରି ପ୍ରଶ୍ନ କରିଛନ୍ତି , ପୀଡିତା ବାରମ୍ବାର ଦୁଷ୍କର୍ମ ହୋଇଥିବା ନେଇ କହୁଥିଲା ବେଳେ ପୋଲିସ କାହିଁକି ଦୁଷ୍କର୍ମକୁ ଅସ୍ୱୀକାର କରୁଛି।

ପ୍ରକାଶ ଥାଉକି, ହାଥରସରେ ଜଣେ 19 ବର୍ଷୀୟ ଦଳିତ ଯୁବତୀ ଚାରିଜଣ ଉଚ୍ଚ ଜାତିର ଯୁବକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିଲେ । ପରେ ସେ ଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ମୃତ୍ୟୁବରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.