ETV Bharat / bharat

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ - ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇ-ମେଲ ଜରିିଆରେ ହତ୍ୟା ଧମକ ମିଳିଛି ।

threat mail
ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
author img

By

Published : Jul 17, 2020, 12:40 PM IST

ରାଞ୍ଚି:ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ । ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଇ-ମେଲ ଜରିିଆରେ ହତ୍ୟା ଧମକ ମିଳିଛି । ମେଲ୍ ପଠାଇଥିବା ବ୍ୟକ୍ତି ହେମନ୍ତ ସୋରେନଙ୍କୁ ହତ୍ୟା ଧମକ ଦେଇ ଲେଖିଛନ୍ତି, ‘ସିଏମ ଯାହା ହେଉଛି ଭଲ ହେଉନାହିଁ । ଏଥିପାଇଁ ଆପଣଙ୍କୁ ହତ୍ୟା କରାଯିବ ।’

ସିଆଇଡି ସୁତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଆସିଥିବା ମେଲ ଡିସପୋଜାଲ ଅଟେ । ଏହି ମେଲ କେବଳ ହେମନ୍ତ ସୋରେନ ଏବଂ ପଠାଇଥିବା ବ୍ୟକ୍ତି ଦେଖିପାରିବେ ।

ମେଲ ଜରିଆରେ କିଛି ଧାର୍ମିକ ସ୍ଲୋଗାନ ମଧ୍ୟ ଲେଖାଯାଇଛି । ଯାଞ୍ଚ କରୁଥିବା ସାଇବର ଏବଂ ସିଆଇଡି ଟିମ୍ ମେଲ ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ କରିବା ସାଇବର ଥାନା ପ୍ରଭାରୀଙ୍କ ନେତୃତ୍ୟରେ ଏକ ଯାଞ୍ଚ ଟିମ୍ ଗଠନ କରିଛନ୍ତି । ସାଇବର ଥାନା, ଟେକ୍ନିକ ସେଲ ଏବଂ ସିଆଇଡି ମିଶି ଏହି ମାମଲା ତଦନ୍ତ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.