ETV Bharat / bharat

ଶହୀଦ ପରିବାରଙ୍କୁ 50 ଲକ୍ଷ ଟଙ୍କାର ସହାୟତା ଦେବ ରାଜସ୍ଥାନ ସରକାର

ଶହୀଦଙ୍କ ପରିବାରଙ୍କୁ 50 ଲକ୍ଷ ଲେଖାଏଁ ସହାୟତା । ଏହି ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ପୁଲୱାମା ଆକ୍ରମଣକୁ କଡାଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

author img

By

Published : Feb 16, 2019, 1:25 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଜୟପୁର: ପୁଲୱାମା ଆତଙ୍କୀ ହମଲାରେ ଶହୀଦ ହୋଇଛନ୍ତି 46 ଯବାନ । ଏମାନଙ୍କ ଭିତରେ ରହିଛନ୍ତି ରାଜସ୍ଥାନର 5 ଯବାନ । ଶହୀଦଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା କରିଛନ୍ତି ରାଜସ୍ଥାନ ସରକାର । ଏଥିସହ ଆକ୍ରମଣକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ।

ଦେଶର ବୀର ଯବାନ ଦେଶମାତୃକାର ରକ୍ଷା ପାଇଁ ଜୀବନ ଦେଇଛନ୍ତି । ରାଜସ୍ଥାନ ସରକାର ଏହି ଘଡିସନ୍ଧି ମୂହୁର୍ତ୍ତରେ ଶହୀଦଙ୍କ ପରିବାର ସହ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଶହୀଦଙ୍କ ପରିବାର ବର୍ଗଙ୍କୁ 50 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି କିମ୍ବା 25 ଲକ୍ଷ ନଗଦ ଟଙ୍କା ଏବଂ ଇନ୍ଦିରା ଗାନ୍ଧୀ ନଗର ପରିଯୋଜନାରେ ଆବଶ୍ୟକ ଜମି ଯୋଗାଇ ଦିଆଯିବ । ସେହିପରି ଶହୀଦଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଚାକିରୀ, ଛୋଟପିଲାଙ୍କ ପାଠପଢା ପାଇଁ ଛାତ୍ରବୃର୍ତ୍ତି ଦିଆଯିବ ବୋଲି ଗେହଲଟ କହିଛନ୍ତି ।

କେବଳ ସେତିକି ନୁହେଁ, କୃଷିକ୍ଷେତ୍ରରେ ବିଜୁଳି ବ୍ୟବସ୍ଥା, ପରିବାର ସଦସ୍ୟଙ୍କୁ ନିଶୁଳ୍କ ବସ ଯାତ୍ରାର ସୁବିଧା ପ୍ରଦାନ କରାଯିବ । ସ୍କୁଲ, ଡାକ୍ତରଖାନା ଏବଂ ସାର୍ବଜନୀନ ସ୍ଥାନ ଶହୀଦଙ୍କ ନାଁରେ ନାମକରଣ କରିବାକୁ ରାଜସ୍ଥାନ ସରକାର ନିଷ୍ପତ୍ତି ନେଇଛନ୍ତି ।

ଭିଓ 1

 ଭଗବାନ ଙ୍କ ସୃଷ୍ଟି ଭିତଟରେ ସେ ବି ଜଣେ ସାଧାରଣ ଆମ ଭଳିଆ ସାଧାରଣ ମଣିଷ। ଅନ୍ୟ ମାନଙ୍କ ଭଳି ସେ ବି  ଏ ସାମଜ ଭତରେ ପରିବାର ଭିତରେ ବଞ୍ଚିବା କୁ ଚାହେଁ। ନିଜର ପରିଶ୍ରମ ରେ ନିଜ ଗୋଡ଼ ରେ ଛିଡା ହେବା କୁ ଚାହେଁ। ହେଲେ ଏ ସମାଜ ତାକୁ କରିଛି ପର।  ଅନେକ ଦୁଖଃ, ବାଧା ବିଘ୍ନ ସହ ନିଜର ପରିଚୟ କୁ ଖୋଜି ପାଇଛି ସେ, ଜୀବନ ଯୁଦ୍ଧ ରେ କରି ଚାଲିଛି ସେ ସଂଗ୍ରାମ। ନିଜର  ପରିଚୟ ପାଇଁ ସାରା ଜୀବନ ସଂଘର୍ଷ କରି ଆଜି ସ୍ୱତନ୍ତ୍ର ପରିଚୟ କୁ ଖୋଜି ବା ରେ ସଫଳ ହୋଇଛନ୍ତି ସେ। ଆଜି ଆମେ  ଆମେ ଏ ଭଳି ଜମେ ଟ୍ରାନ୍ସ ଜେଣ୍ଡର ଙ୍କ ସଫଳତା କାହାଣୀ କହୁଚୁ ଯିଏ ସମାଜ ପାଇଁ ତିଆରି କରିଛନ୍ତି ଉଦାହରଣ।

ଭିଅ 2
ଏ ହଉଛନ୍ତି ଭୁବନେଶ୍ୱର ର ଆଏଶା ବେହେରା। ପ୍ରଥମେ ସେ  ସମ୍ପୂର୍ଣ୍ଣ ସୁସ୍ତ ପୁଅ ଟିଏ ହୋଇ ଜନ୍ମ ହୋଇଥିଲେ , ହେଲେ ବୟସ ବଢ଼ିବା ସହ ନିଜେ ନିଜକୁ ମନ ଭତରେ ଖେଜି ପାଇଲେ ସେ ଜଣେ ଝିଅ। ଭଗବାନ ଙ୍କ ବିଡମ୍ଭନା ରେ ସେ ଶରୀର ପୁଅ ପାଇଛନ୍ତି ସିନା ତାଙ୍କ ଆତ୍ମ ଟି ହୋଉଛି ଝିଅ। 
ହେଲେ ନିଜକ ସମାଜ କଣ ନିଜ ଜନ୍ମ ମା ବାପା ଙ୍କ ପାଖରେ ବି ଏଇ କଥା କୁ ପ୍ରକାଶ କରି ପାରି ନଥିଲେ। ଆଉ ଯେବେ ପ୍ରକାଶ କଲେ ତେବେ ସେ ନଜ ଲୋକଙ୍କ ଠାରୁ ଛି ଥୁ ,ପାଗଳ ପରି ଭାଷା। କଲେଜ ରେ କିଛି ସାଙ୍ଗ ମାନେ ସାହାଯ୍ୟ ବି କରୁଥିଲେ ଆଉ କିଛି ତାଙ୍କୁ ଧର୍ଷଣ କରିବା ରେ ପଛାଇ ନଥିଲେ।ନିଜର ଲମ୍ବା ଚୁଟି ପାଇଁ ପରୀକ୍ଷା ରୁ ବି ତାଙ୍କୁ ବାଦ  କରି ଦେଇଥିଲେ। ହେଲେ ଶେଷ ରେ ତାଙ୍କ ଇଚ୍ଛା ଶକ୍ତି ବଳ ରେ ହାର ମାନିଲା ଏ ସମାଜ। ନିଜର ଶାରୀରିକ ଅସ୍ତ୍ରୋପଚାର ରେ ପାଲଟିଲେ ସମ୍ପୁର୍ଣ୍ଣ ଝିଅ।
ବାଇଟ ଆଏସା
ଭିଓ3
ଆଜି ସେ ଓଡିଶା  ପ୍ରଥମ ଟ୍ରାନ୍ସ ଜେଣ୍ଡର ଯିଏ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି। ସେ ଜଣେ କେ ମଲ୍ଟି ଟେଲେଣ୍ଟ  ଟ୍ରାନ୍ସ ଜେଣ୍ଡର ଯିଏ ଗୋଟିଏ ଆଲବମ ରେ ଅଭିନୟ କରିବା ସହ ଓଡ଼ିଶାର ପ୍ରଥମ ଟ୍ରାନ୍ସ ଜେଣ୍ଡର ଯିଏ ନିଜର କଣ୍ଠଦାନ ମଧ୍ୟ କରିଛନ୍ତି। ଖାଲି ଯେ ଗୀତ ଅଭିନୟ ନୁହେଁ ସେ ଆନେକ ଗୁଡିଏ  ଟିଭି ଶୋ କୁ ଏନକରିଙ୍ଗ ବି କରନ୍ତି ।  ଏହା ସହ ଗୋଟିଏ ଏନ ଜି ଓ ରେ  ପ୍ରୋଜେକ୍ଟ ମ୍ୟାନେଜର ହିସାବ ରେ କାମ କରି ବେଶ ଭଲ ଦୁଇ ପଇସା ବି ପାଉଛନ୍ତି। ଓ ଅନ୍ୟ ଟ୍ରାନ୍ସଜେଣ୍ଡର ଙ୍କ ପାଇଁ କାମ କରୁଛନ୍ତି।
ବାଇଟ ମୀରା ପରିଡା
ବାଇଟ ଅନ୍ୟ ଜଣେ ଟ୍ରାନ୍ସଜେଣ୍ଡର
ବାଇଟ ଆଏଶା ଙ୍କ ଅଫିସ କର୍ମଚାରୀ।

ଫାଇନାଲ ଭିଓ
ସତରେ ଆଏସା ଭଳି ଜଣେ ସଫଳ ଟ୍ରାନ୍ସଜେଣ୍ଡର ଆଜି ସମାଜ ର ସମୁଖରେ ନିଜର ପରିଚୟ ପାଇବା ସହ ଆଗକୁ ତାଂକୁ ବାକି ଝିଅ ଭଳିଆ ଶାଶୂ , ସ୍ୱାମୀ ମିଳୁ ବୋଲି କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.