ETV Bharat / bharat

ନାଗରିକତ୍ବ ଆଇନ୍‌: ଦିଲ୍ଲୀରେ ସ୍ଥିତି ସାମାନ୍ୟ, ଚାଲିଲା ସମସ୍ତ ମେଟ୍ରୋ - ନାଗରିକତ୍ବ ସଂଶୋଧନ ଆଇନ୍‌କୁ ବିରୋଧ

ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଚାଲିଥିବା ପ୍ରଦର୍ଶନ ବନ୍ଦ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ମେଟ୍ରୋ ସେବା ପୁଣିଥରେ ଆରମ୍ଭ ହୋଇଛି ।

citizenship-amendment-act
ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Dec 16, 2019, 8:51 AM IST

ନୂଆଦିଲ୍ଲୀ: ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଚାଲିଥିବା ପ୍ରଦର୍ଶନ ଦିଲ୍ଲୀର ଜାମିଆ ସମେତ କିଛି ଅଞ୍ଚଳରେ ଉଗ୍ର ରୂପ ନେଇଥିବା ବେଳେ ସୋମବାର ସକାଳୁ ମଧ୍ୟ ଏହିସବୁ ଅଞ୍ଚଳର ସ୍ଥିତି ସମ୍ବେଦନଶୀଳ ରହିଛି । ସେପଟେ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସାମ୍ନାରେ ଚାଲିଥିବା ପ୍ରଦର୍ଶନ ବନ୍ଦ ହୋଇଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀର ସମସ୍ତ ମେଟ୍ରୋ ସେବା ପୁଣିଥରେ ଆରମ୍ଭ କରାଯାଇଛି ।

ଏହା ପୂର୍ବରୁ ରବିବାର ମଧ୍ୟ ରାତ୍ରିରେ ସ୍ଥିତି ଗମ୍ଭୀର ହେବାରୁ 12ଟି ମେଟ୍ରୋ ଷ୍ଟେସନକୁ ବନ୍ଦ କରାଯାଇଥିଲା । ରବିବାର ଭିନ୍ନ ଭିନ୍ନ ସ୍ଥାନରେ ଘଟିଥିବା ହିଂସା ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଜିଟିବି ନଗର, ଶିବାଜୀ ଷ୍ଟାଡିୟମ, ପଟେଲ ଚୌକ ଏବଂ ବିଶ୍ବବିଦ୍ୟାଳୟ ସମେତ 12 ଟି ମେଟ୍ରୋ ଷ୍ଟେସନର ଗେଟ ବନ୍ଦ କରିଦିଆଯାଇଥିଲା ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.