ETV Bharat / bharat

ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ: ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ସାମ୍ନାରେ ପ୍ରଦର୍ଶନ

ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଲଣ୍ଡନରେ ବିରୋଧ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ପ୍ରଦର୍ଶନ କରିଛନ୍ତି ଲଣ୍ଡନରେ ରହୁଥିବା ଆସାମ ପ୍ରବାସୀ ।

author img

By

Published : Dec 15, 2019, 9:50 AM IST

Updated : Dec 15, 2019, 3:34 PM IST

citizenship-amendment-act
ଫାଇଲ ଫଟୋ

ଲଣ୍ଡନ: ବିଦେଶରେ ପହଞ୍ଚିଛି ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ । ନାଗରିକତା ସଂଶୋଧନ ଆଇନ ବିରୋଧରେ ଦେଶବ୍ୟାପୀ ପ୍ରଦର୍ଶନ ଜାରି ରହିଥିବା ବେଳେ ଏହି ଆଇନକୁ ବିରୋଧ କରି ଏବେ ଲଣ୍ଡନରେ ମଧ୍ୟ ପ୍ରଦର୍ଶନ ହୋଇଥିବା ଦେଖିବାକୁ ମିଳିଛି । ଲଣ୍ଡନ ସ୍ଥିତ ଭାରତୀୟ ଦୂତାବାସ ବାହାରେ ବିରୋଧ ପ୍ରଦର୍ଶନ କରିଛନ୍ତି ଲଣ୍ଡନରେ ରହୁଥିବା ଆସାମ ପ୍ରବାସୀ । ସେମାନେ ଏହି ଆଇନ୍‌କୁ ବିରୋଧ କରି ପ୍ଲାକାର୍ଡ ଦେଖାଇବା ସହ ନାରାବାଜି କରିଛନ୍ତି ।

ଏହି ଆଇନ୍‌ ଧର୍ମ ଆଧାରରେ ଲୋକଙ୍କୁ ବିଭାଜନ କରିବ । ଏହା ଧାର୍ମିକ ଭେଦଭାବରେ ଆଧାରିତ । ଏହା ଆସାମ ଲୋକଙ୍କ ସଂସ୍କୃତି ଏବଂ ଅର୍ଥବ୍ୟବସ୍ଥା ଉଭୟ କ୍ଷେତ୍ରରେ ପ୍ରଭାବ ପକାଇବ ବୋଲି ପ୍ରଦର୍ଶନକାରୀ କହିଛନ୍ତି । ତାଙ୍କ ଆନ୍ଦୋଳନର ସ୍ବର ଶୁଣାଯାଉ ବୋଲି ଦାବି କରିଛନ୍ତି ସେମାନେ । ଏହା ସହିତ ସେମାନେ ଆସାମରେ ରହୁଥିବା ନିଜନିଜ ପରିବାର ପାଇଁ ଚିନ୍ତା ପ୍ରକାଶ କରିଛନ୍ତି ।

Intro:Body:

fgffff

Conclusion:
Last Updated : Dec 15, 2019, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.