ETV Bharat / bharat

ଅକ୍ଟୋବର 15ରୁ ଖୋଲିବ ସିନେମା ହଲ, 50% ରହିବେ ଦର୍ଶକ

author img

By

Published : Sep 30, 2020, 8:32 PM IST

ଅକ୍ଟୋବର 15ରୁ ଦେଶର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ, ସ୍ବିମିଂ ପୁଲ, ମନୋରଞ୍ଜନ ଭିତ୍ତିକ ପାର୍କକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣ ମଧ୍ୟରେ ଅକ୍ଟୋବର 15ରୁ ଖୋଲିବ ସିନେମା ହଲ, 50% ରହିବେ ଦର୍ଶକ

ନୂଆଦିଲ୍ଲୀ: ସାରା ଦେଶରେ ଲାଗି ରହିଛି ମହାମାରୀ କୋରୋନା ପ୍ରକୋପ । ସଂକ୍ରମଣ ସଂଖ୍ୟା ମଧ୍ୟ ବଢିଚାଲିଛି । ଏନେଇ ଦେଶରେ ଜାରି ରହିଛି ଅନଲକ 4 । ଜୀବନ ଜୀବୀକାକୁ ଦୃଷ୍ଟିରେ ରଖି ପର୍ଯ୍ୟାୟ କ୍ରମେ ଖୋଲୁଛି ଦୋକାନ ବଜାର, ହୋଟେଲ ଓ ପର୍ଯ୍ୟନଟସ୍ଥଳୀ । ଏପରିସ୍ଥିତିରେ ଦେଶରେ ଦୀର୍ଘ ଦିନରୁ ବନ୍ଦ ରହିଥିବା ସିନେମା ହଲ ଖୋଲିବାକୁ ମିଳିଛି ଅନୁମତି ।

ଅକ୍ଟୋବର 15ରୁ ଅନଲକ-5ରେ ଦେଶର ସମସ୍ତ ସିନେମା ହଲ, ମଲ୍ଟିପ୍ଲେକ୍ସ, ସ୍ବିମିଂ ପୁଲ, ମନୋରଞ୍ଜନ ଭିତ୍ତିକ ପାର୍କକୁ ଖୋଲିବାକୁ ଅନୁମତି ପ୍ରଦାନ କରିଛନ୍ତି କେନ୍ଦ୍ର ସରକାର । ସିନେମା ହଲ ଖୋଲିବା ପାଇଁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ଗାଇଡଲାଇନ ଜାରି କରାଯିବ । 50 ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲାଯିବ ବୋଲି କୁହାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.