ETV Bharat / bharat

ଚତୁର ଚୀନ: ପାକିସ୍ତାନକୁ ବିକିଲା ଆଣ୍ଟିନା, କହିଲା ରାଡାର ! - IndiaStrikesPakistan

ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକକୁ ଜାଣିପାରିଲା ନାହିଁ ପାକିସ୍ତାନ ରାଡାର । ପୁରା ଚକମା ଖାଇଗଲା ପାକିସ୍ତାନ। ଆଉ ଏହାପରେ ପାକିସ୍ତାନ ରାଡାରକୁ ନେଇ ଟ୍ୱିଟରରେ ଟ୍ରୋଲ ହୋଇଛି ପାକିସ୍ତାନ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 27, 2019, 12:08 PM IST

ନୂଆଦିଲ୍ଲୀ: ଏଲଓସିରୁ 70 କିଲୋମିଟର ଭିତରକୁ ପଶିଥିଲା ଭାରତୀୟ ବାୟୁସେନା। ହେଲେ ଏହାକୁ ଜାଣିବାରେ ଫେଲ ମାରିଥିଲା ପାକିସ୍ତାନ ରାଡାର। ଶତ୍ରୁପକ୍ଷର ରାଡାରକୁ ଜାମ କରିବା ପାଇଁ ଭାରତୀୟ ସେନା ବ୍ୟବହାର କରିଥିଲା ଆୱାକ୍ସ। ଆଉ ଏଥିରେ ପୁରା ଚକମା ଖାଇଗଲା ରାଡାର। କାର୍ଯ୍ୟକ୍ଷମ ହେଲା ବେଳକୁ ମିଶନ ସଫଳତାର ସହ ଶେଷ ହୋଇଥିଲା। ଆତଙ୍କବାଦୀଙ୍କ ଆଡ୍ଡାକୁ ଧ୍ୱସ୍ତ ବିଧ୍ୱସ୍ତ କରିବାରେ ସକ୍ଷମ ହୋଇଥିଲା ଭାରତ। ଆଉ ଏହାପରେ ପାକିସ୍ତାନ ରାଡାରକୁ ନେଇ ଟ୍ୱିଟରରେ ଦେଖିବାକୁ ମିଳିଛି ଟ୍ରୋଲ ।

ଚୀନ-ପାକିସ୍ତାନ ସମ୍ପର୍କ କାହାକୁ ଅଛପା ନୁହେଁ । ଉଭୟ ପାରମ୍ପରିକ ମିତ୍ରଦେଶ। ହେଲେ ସମଗ୍ର ବିଶ୍ୱଯେତେବେଳେ ପାକିସ୍ତାନକୁ ଆତଙ୍କବାଦ ପ୍ରସଙ୍ଗରେ ଘେରିଛି, ସେତେବେଳେ ମାପିଚୁପି କଥା କହୁଛି ଚୀନ। ଭାରତ ସମକ୍ଷରେ ବହୁ ଶକ୍ତିଶାଳୀ ଦେଶର ସମର୍ଥନ ଥିବାରୁ ପାକିସ୍ତାନ ସପକ୍ଷରେ ସିଧାସଳଖ ବାହାରିବାକୁ ଉଚିତ ମନେକରିନି ଚୀନ। ଆଉ ଠିକ ଏଭଳି ସ୍ଥିତିରେ ଦମଦାର ଟ୍ରୋଲ କରୁଛନ୍ତି ଟ୍ୱିଟର ୟୁଜର୍ସ।

  • ईसी बीच पाकिस्तान को पता लगा की चाइना वालों ने पाकिस्तान को राडार बोलके टीवी एंटीना बेच दिया 😂 #IndiaStrikesPakistan

    — AMITABH THAKUR (@AMITABHTHAKUR21) February 26, 2019 " class="align-text-top noRightClick twitterSection" data=" ">

ଆଇପିଏସ ଅମିତାଭ ଠାକୁର । ଏୟାରଷ୍ଟ୍ରାଇକକୁ ନେଇ ପୁରା ମଜାଳିଆ ଅନ୍ଦାଜରେ ପାକିସ୍ତାନକୁ କରିଚାଲିଛନ୍ତି ଟ୍ରୋଲ। ବେଶ ମଜାଦାର ଟ୍ୱିଟ । ଗୋଟିଏ ଟ୍ବିଟରେ ସେ କହିଛନ୍ତି, ପାକିସ୍ତାନ ଏବେ ଯାଇ ଜାଣିପାରିଲା ଯେ ଟିଭି ଏଣ୍ଟିନାକୁ ରାଡାର କହି ପାକିସ୍ତାନକୁ ବିକ୍ରି କରିଥିଲା ଚୀନ। ଅନ୍ୟଏକ ଟ୍ୱିଟରେ ସେ ଲେଖିଛନ୍ତି, ସର୍ଜିକାଲ ଷ୍ଟ୍ରାଇକ ପାଇଁ ଆଲର୍ଟ ଥିଲା ପାକିସ୍ତାନ। ହେଲେ ହୋଇଥିଲା ଏୟାର ଷ୍ଟ୍ରାଇକ।

ପୁରା ଏୟାର ଷ୍ଟ୍ରାଇକୁ ନେଇ ବିଭିନ୍ନ ଅନ୍ଦାଜରେ ପାକିସ୍ତାନକୁ ଟ୍ରୋଲ କରିଛନ୍ତି ଅମିତାଭ । ଏକ ଟ୍ୱିଟରେ କହିଛନ୍ତି, ପ୍ରଥମେ ଭାରତୀୟ ବାୟୁସେନା 5 କିଲୋଗ୍ରାମ ଟମାଟୋ ପକାଇଥିଲା। ଯେତେବେଳେ କାଙ୍ଗାଳ ଲୋକ ଏହାକୁ ନେବା ପାଇଁ ଧାଇଁ ଆସିଥିଲେ ବୋମାମାଡ ହୋଇଥିଲା।

କଟକ: କଟକ ଡିଜି କାର୍ଯ୍ୟାଳୟ ରେ  କଂଗ୍ରସ ଦଳ । ଦେବାଶିଷ ଙ୍କ ଗିରଫ ଓ କାର୍ଯ୍ୟାନୁଷ୍ଠାନ କୁ ନେଇ ଡିଜି ଙ୍କ  ଆଲୋଚନା । ବାଦାମବାଡ଼ି ଥାନା ରେ ଦେବାଶିଷ ଙ୍କ ବିରୁଦ୍ଧରେ ଏକ ଲିଖିତ ଅଭିଯୋଗ ଆଣିଥିଲା ନଗର ମହିଳା କଂଗ୍ରସ । କିନ୍ତୁ ଏଯାବତ କୌଣସି ଆଖି ଦୃଷ୍ଟିଆ ପଦକ୍ଷପ ହୋଇନଥିବାରୁ ଆଜି ଡିଜି ଆରପି ଶର୍ମା ଙ୍କୁ ଭେଟିଛନ୍ତି ଖୋଦ ନଗର କଂଗ୍ରେସ ମହିଳା ସଭାପତି ଓ ଅନ୍ୟାନ୍ୟ ସାଥୀ ।

କଂଗ୍ରେସ ମୁଖପାତ୍ର ନିକୁଞ୍ଜ ପ୍ରସାଦ ଙ୍କ କହିବାନୁଯାୟୀ , ସହିଦ ମନୋଜ ବେହେରା ଙ୍କ ସମ୍ପର୍କୀୟ ଦାଦା ଙ୍କୁ ବିଧାୟକ ଦେବାଶିଷ ସାମନ୍ତରାୟ ଦୁର୍ବ୍ୟବହାର ପ୍ରସଙ୍ଗ ରେ ବାଦାମବାଡ଼ି ଥାନା ରେ ଏତେଲା ଦାୟର କରିଥିଲା ମହିଳା କଂଗ୍ରେସ । କିନ୍ତୁ ଏଯାବତ  ପୋଲିସ ପକ୍ଷରୁ କୋୖଣସି ଆଖିଦୃଷ୍ଟିଆ ପଦକ୍ଷେପ ନ ଆସିବାରୁ ଆଜି ଡିଜି ଙ୍କୁ ଭେଟି ସମ୍ପୂର୍ଣ ପ୍ରକ୍ରିୟା ଉପରେ ଆଲୋଚନା କରିଥିଲେ । ଡିଜି ଙ୍କ ସୂଚନା ଅନୁସାରେ  ଦେବାଶିଷ ସାମନ୍ତରେ  ଙ୍କ ବିରୁଦ୍ଧରେ ହୋଇଥିବା ମାମଲା କୁ ଗ୍ରହଣ କରାଯାଇଛି । ଓ ଖୁବ ଶୀଘ୍ର ଦେବାଶିଷ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । 

ବାଇଟ: କଂଗ୍ରସ ମୁଖପାତ୍ର ( ନିକୁଞ୍ଜ ପ୍ରସାଦ )

Visual and byte send by mojo plz check 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.