ETV Bharat / bharat

10 କୋଟି ଟଙ୍କାର କେବୁଲ କାଟି ଚାଇନା ଇଞ୍ଜିନିୟର ଗିରଫ - ଚାଇନା ଇଞ୍ଜିନିୟର ଗିରଫ

ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାରୁ ଜଣେ ଚାଇନା ଇଞ୍ଜିନିୟରଙ୍କୁ ଗିରଫ କରିଛନ୍ତି ପୋଲିସ । ଅଧିକ ପଢନ୍ତୁ...

ଚାଇନା ଇଞ୍ଜିନିୟର ଗିରଫ
ଚାଇନା ଇଞ୍ଜିନିୟର ଗିରଫ
author img

By

Published : Oct 29, 2020, 8:21 PM IST

ଅମରାବତୀ: ଚାଇନା ଇଞ୍ଜିନିୟର ଗିରଫ । ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲ୍ଲାରୁ ଜଣେ ଚାଇନା ଇଞ୍ଜିନିୟରଙ୍କୁ ଗିରଫ କରିଛନ୍ତି ପୋଲିସ ।

ସୂଚନା ଅନୁଯାୟୀ, ଚିତ୍ତୋର ଜିଲ୍ଲାର ବିକ୍ରୁଥାମାଲାର ଏରପେଦୁ ମଣ୍ଡଳର ଏକ କମ୍ପାନୀରେ କେବୁଲ କାଟିବା ଅଭିଯୋଗରେ ଚାଇନାର ଇଞ୍ଜିନିୟରଙ୍କୁ ପୋଲିସ ଗିରଫ କରିଛି। ଫାଙ୍ଗ ଚାଙ୍ଗିଜ ନାମକ ଏହି ଇଞ୍ଜିନିୟର ଚାଇନାରୁ ଇଣ୍ଡିଆ କମ୍ପାନୀରେ ଫକ୍ସ ଲିଙ୍କରେ ମେସିନ୍ ସ୍ଥାପନ କରିବାକୁ ଆସିଥିଲେ ।

କେବୁଲ ଇନଷ୍ଟଲ ସମୟରେ ମେସିନରେ ଥିବା ମୂଲ୍ୟବାନ କେବୁଲ ଗୁଡ଼ିକ କଟାଯାଇଥିବା ନେଇ କମ୍ପାନୀ ମ୍ୟାନେଜର ଜାଣିବାକୁ ପାଇଥିଲେ | ଫଳରେ କମ୍ପାନୀକୁ 10 କୋଟି ଟଙ୍କା କ୍ଷତି ସହିବାକୁ ପଡିଥିଲା ।

ଏନେଇ ଚଳିତ ମାସ 21 ତାରିଖରେ ପୋଲିସ ଷ୍ଟେସନରେ ଏକ ଅଭିଯୋଗ କରାଯାଇଥିଲା। ଅନ୍ୟ ଏକ ଚାଇନା କମ୍ପାନୀର ଜଣେ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ଅଭିଯୁକ୍ତ ଏହି ଅପରାଧ କରିଥିବା ସ୍ବୀକାର କରିଛି ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.