ETV Bharat / bharat

ବିଲେଇ ପାଇଁ ପୁଅକୁ ଛାତରେ ଝୁଲାଇଲା ମା' - ଭିଡିଓ ଭାଇରାଲ

ବିଲେଇ ପାଇଁ 7 ବର୍ଷର ପୁଅକୁ 5 ମହଲା ତଳକୁ ଝୁଲାଇଲା ମା’। ଏହି ଘଟଣାଟି ଚୀନର ସିଚୁଆନ ପେଗନଟନରେ ଘଟିଛି। ଅଧିକ ଖବର ପଢନ୍ତୁ...

_save-cat
ବିଲେଇ ପାଇଁ ପୁଅକୁ ଛାତରେ ଝୁଲାଇଲା ମା'
author img

By

Published : Jan 11, 2020, 2:01 PM IST

ବେଜିଂ: ଚୀନର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜଣେ ମହିଳା ନିଜର7 ବର୍ଷର ପୁଅର ଅଣ୍ଟାରେ ଦଉଡି ବାନ୍ଧି 5 ମହଲା କୋଠାର ଛାତ ତଳକୁ ଝୁଲାଇ ରଖିଛନ୍ତି। ହେଲେ ମହିଳା ଜଣକ ଏପରି କରିବାର କାରଣ ହେଉଛି ନିଜ ପୋଷା ବିଲେଇକୁ ଆପାର୍ଟମେଣ୍ଟ ଛାତରୁ ରକ୍ଷା କରିବା।

ମହିଳାଙ୍କ ପୋଷା ବିଲେଇଟି 2 ମହଲା ଘରର ବାଲକୋନିରେ ଫଶି ରହିଥିଲା। ଯେଉଁଥି ପାଇଁ ମହିଳା ଜଣକ ତାଙ୍କୁ ପୁଅକୁ ଦଉଡିରେ ବାନ୍ଧି ତଳକୁ ଖସାଇବା ସହ ବିଲେଇକୁ ଉଦ୍ଧାର କରିଥିଲେ। ବିଲେଇ ଉଦ୍ଧାର କାର୍ଯ୍ୟରେ ପାଖାପାଖି 10 ମିନିଟ୍ ପର୍ଯ୍ୟନ୍ତ ସଘଂର୍ଷ ଚାଲିଥିଲା।

ଏହି ଘଟଣାଟି ଚୀନର ସିଚୁଆନ ପେଗନଟନରେ ଘଟିଛି। ଘଟଣା ପରେ ସ୍ଥାନୀୟ ଲୋକେ ମହିଳାଙ୍କୁ ଏଭଳି ଦୁଃସାହସିକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରଶ୍ନ କରିଥିଲେ। ତାଙ୍କ କହିବା ଅନୁସାରେ ସେ ସମୟରେ ବିଲେଇ ପାଇଁ ବ୍ୟସ୍ତ ହୋଇ ସେ ଏପରି ପଦକ୍ଷେପ ନେଇଥିଲେ। ଆଗାମୀ ଦିନରେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ମହିଳା ଜଣକ ପ୍ରତିଶୃତି ଦେଇଛନ୍ତି। ଭାଇରାଲ ହେଉଥିବା ଏହି ଭିଡିଓକୁ କିଛି ଦେଖେଣାହାରୀଙ୍କ ଦ୍ବାରା ରେକର୍ଡ କରାଯାଇଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.