ETV Bharat / bharat

କମଲେଶଙ୍କ ପରିବାରକୁ ସାକ୍ଷାତ କରିବେ ମୁଖ୍ୟମନ୍ତ୍ରୀ ଯୋଗୀ - KamleshTiwari tomorrow

ଦୁର୍ବୃର୍ତ୍ତଙ୍କ ଗୁଳିରେ ମୃତ୍ୟୁ ବରଣ କରିଥିବା କମଲେଶଙ୍କ ପରିବାରକୁ ସାକ୍ଷାତ କରିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ । ଅଧିକ ପଢନ୍ତୁ..

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 19, 2019, 11:07 PM IST

ହାଇଦ୍ରାବାଦ: ହିନ୍ଦୁ ମହାସଭାର ପୂର୍ବତମ ଅଧ୍ୟକ୍ଷ ତଥା ହିନ୍ଦୁ ସମାଜ ପାର୍ଟିର ମୁଖ୍ୟ କମଲେଶ ତିୱାରୀ ହତ୍ୟାକାଣ୍ଡକୁ ନେଇ ୟୁପି ମୁଖ୍ୟମନ୍ତ୍ରୀ କଡା ନିନ୍ଦା କରିବା ସହ ଏହି ଘଟଣାରେ କାହାରିକୁ ଛଡାଯିବ ନାହିଁ ବୋଲି ଶନିବାର କହିଛନ୍ତି । ତେବେ ଶୁକ୍ରବାର କମଲେଶଙ୍କ ପରିବାର ଲୋକେ କହିଥିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସେମାନଙ୍କୁ ସାକ୍ଷାତ ନକରିବା ଯାଏ କମଲେଶଙ୍କ ଶେଷକୃତ୍ୟ କରାଯିବ ନାହିଁ ।

ଶନିବାର ମୁଖ୍ୟମନ୍ତ୍ରୀ କହିଥିଲେ ସେ ସମସ୍ତଙ୍କୁ ସାକ୍ଷାତ କରୁଛନ୍ତି କମଲେଶଙ୍କ ପରିବାରକୁ ମଧ୍ୟ ସାକ୍ଷାତ କରିବା ପାଇଁ କୌଣସି ସମସ୍ୟା ନାହିଁ । ମୃତ କମଲେଶଙ୍କ ପରିବାର ବର୍ଗଙ୍କ ଦାବି ଅନୁଯାୟୀ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ କମଲେଶଙ୍କ ପରିବାରକୁ ସାକ୍ଷାତ କରିବେ ।

ସୂଚନାଯୋଗ୍ୟଯେ ଗତ ଶୁକ୍ରବାର ଲକ୍ଷ୍ନୌର ଖୁର୍ସେଦ ବାଗସ୍ଥିତ କମଲେଶ ତିୱାରୀ ତାଙ୍କ ଘର ଥିବାବେଳେ ଦୁର୍ବୃତ୍ତ ଆସି ସ୍ପଷ୍ଟ ଦିବାଲୋକରେ ହତ୍ୟା କରି ଫରାର ହୋଇଯାଇଛନ୍ତି । ତେବେ ଏହି ଏହି ଘଟଣାରେ ଶନିବାର ଗୁଜୁରାଟ ଏଟିଏସ 3ଜଣଙ୍କୁ ଗିରଫ କରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.