ETV Bharat / bharat

ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ବେଢାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

author img

By

Published : Jun 23, 2020, 8:17 AM IST

ଗୁଜରାଟରେ ଚଳିତ ବର୍ଷ ମନ୍ଦିର ଭିତରେରେ ରଥଯାତ୍ରାକୁ ଆୟୋଜିତ କରାଯାଇଛି। ଭଗବାନଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଥିବା ବେଳେ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପହଞ୍ଚିଛନ୍ତି।

ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ବେଢାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ
ମହାପ୍ରଭୁଙ୍କ ଦର୍ଶନ ପାଇଁ ମନ୍ଦିର ବେଢାରେ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ

ଅହମ୍ମଦାବାଦ୍: ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ବିଭିନ୍ନ ସ୍ଥାନର ଜଗନ୍ନାଥଙ୍କ ଘୋଷଯାତ୍ରା ନିରାଡମ୍ବରରେ ପାଳନ କରାଯାଉଛି। ତେବେ କୋରୋନା ମହାମାରୀ ପାଇଁ ରଥଟଣାକୁ ଅନେକ ସ୍ଥାନରେ ସ୍ଥଗିତ ରଖାଯାଇଥିବା ବେଳେ ଏକମାତ୍ର ପୁରୀ ବଡଦାଣ୍ଡରେ ଗଡିବ କାଳିଆ ରଥ। ହେଲେ ଭକ୍ତଶୂନ୍ୟ ରହିବ ଶ୍ରୀକ୍ଷେତ୍ର।

ତେବେ ଗୁଜରାଟରେ ଚଳିତ ବର୍ଷ ମନ୍ଦିର ଭିତରେ ରଥଯାତ୍ରାକୁ ଆୟୋଜିତ କରାଯାଇଛି। ଭଗବାନଙ୍କ ନୀତିକାନ୍ତି ଆରମ୍ଭ ହୋଇଯାଇଥିବା ବେଳେ ମନ୍ଦିର ପରିସରରେ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ପହଞ୍ଚିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁସାରେ,'' ରଥଟଣା ପାଇଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ହାଇକୋର୍ଟରେ ଶୁଣାଣି ଜାରି ରହିଥିଲା। କିନ୍ତୁ କୋଭିଡ୍ 19 ହେତୁ ଆମେ ରଥଯାତ୍ରା କରିବା ପାଇଁ ଅନୁମତି ପାଇ ପାରିଲୁ ନାହିଁ । ପରିସ୍ଥିତିକୁ ବୁଝିବାକୁ ପଡିବ ଏବଂ ମନ୍ଦିର ପରିସରରେ ରଥ ଯାତ୍ରାର ବ୍ୟବସ୍ଥା କରିଥିବାରୁ ମନ୍ଦିରର ଟ୍ରଷ୍ଟି ଏବଂ ମହନ୍ତଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି '' ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.