ETV Bharat / bharat

କୋରୋନା ସ୍ଥିତି ନେଇ ବିରୋଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା - କୋରୋନା ପାଇଁ ବୈଠକ

କୋରୋନା ପାଇଁ ବୈଠକ । କୋରୋନା ସ୍ଥିତି ନେଇ ବିରୋଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା । ଅଧିକ ପଢନ୍ତୁ.....

Chief Minister BS Yediyurappa holds meeting with opposition parties
କୋରୋନା ସ୍ଥିତି ନେଇ ବିରୋଧିଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା
author img

By

Published : May 8, 2020, 3:23 PM IST

କର୍ଣ୍ଣାଟକ : ଦେଶରେ କାୟା ବିସ୍ତାର କରୁଛି କୋରୋନା ଭାଇରସ । ପ୍ରତିଦିନ ନେଉଛି ହଜାର ହଜାର ଜୀବନ । 187 ଦେଶକୁ ଗ୍ରାସ କରିଛି ଏହି ମହାମାରୀ । ଭାରତରେ 56342 ପଜେଟିଭ ଚିହ୍ନଟ ହୋଇଥିବା ବେଳେ 1886 ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ଏହି ସଂକ୍ରମଣକୁ ରୋକିବା ପାଇଁ ମୋଦି ସରକାର ଲକ ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି । ତେବେ ଦେଶରେ କୋରୋନା ସ୍ଥିତି ଜଟିଳ ଥିବା ବେଳେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ସେହିକ୍ରମରେ କର୍ଣ୍ଣାଟକରେ ମଧ୍ୟ ପଜେଟିଭଙ୍କ ସଂଖ୍ୟା କିଛି କମ ନାହିଁ । 705 ପଜେଟିଭ ଚିହ୍ନଟ ହୋଇଥିବା ବେଳେ 30 ଜଣଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ବିରୋଧି ଦଳଙ୍କ ସହିତ କୋରୋନା ମୁକାବିଲା ନେଇ ଆଲୋଚନା କରିଥିଲେ । କିଭଳି ଭାବରେ ସଂକ୍ରମଣକୁ ରୋକାଯାଇ ପାରିବ ସେନେଇ ଆଲୋଚନା କରିଛନ୍ତି।

ସୌଜନ୍ୟ @ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.