ETV Bharat / bharat

ରାଜସ୍ଥାନ ମହାସଂଗ୍ରାମ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ - ମୁଖ୍ୟମନ୍ତ୍ରୀ ଗେହଲଟ

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସହ ସମସ୍ତ କଂଗ୍ରେସ ବିଧାୟକ ଏବେ ରାଜସ୍ଥାନ ରାଜଭବନରେ ଉପସ୍ଥିତ । ରାଜ୍ୟପାଳଙ୍କ ସହ ସାକ୍ଷାତ କରୁଛନ୍ତି ଗେହଲଟ । ଅଧିକ ପଢନ୍ତୁ...

ରାଜସ୍ଥାନ ମହାସଂଗ୍ରାମ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ

author img

By

Published : Jul 24, 2020, 3:28 PM IST

Updated : Jul 24, 2020, 4:05 PM IST

ଜୟପୁର: ରାଜସ୍ଥାନ ରଜନୀତିରେ ଜାରି ସସପେନ୍ସ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ସହ ସମସ୍ତ ବିଧାୟକ ଏବେ ରାଜଭବନରେ ପହଞ୍ଚିଯାଇଛନ୍ତି । ସାମାଜିକ ଦୂରତା ପାଳନ ସହ ସମସ୍ତ ବିଧାୟକ ରାଜଭବନ ପରିସରରେ ଅଛନ୍ତି ।

ରାଜସ୍ଥାନ ମହାସଂଗ୍ରାମ ମଧ୍ୟରେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଗେହଲଟ

ତେବେ ରାଜଭବନକୁ ପ୍ରବେଶ ସମୟରେ ଗେହଲଟଙ୍କ ସମର୍ଥନରେ ଥିବା ବିଧାୟକମାନେ ଭିକ୍ଟ୍ରି ସଙ୍କେତ ଦେଇଥିବା ଦେଖିବାକୁ ମିଳିଛି । ରାଜସ୍ଥାନ ହାଇକୋର୍ଟରୁ ସଚିନ ପାଇଲଟଙ୍କ ଗୋଷ୍ଠୀକୁ ଆଶ୍ବସ୍ଥି ମିଳିବା ପରେ ଏବେ ଅଶୋକ ଗେହଲଟଙ୍କ କ୍ୟାମ୍ପରେ ହଲଚଲ ଆରମ୍ଭ ହୋଇଯାଇଛି ।

ଶିଘ୍ର ବିଧାନସଭା ଅଧିବେଶନ ଡକାଇବାକୁ ମୁଖ୍ୟମନ୍ତ୍ରୀ ଗେହଲଟଙ୍କ ପକ୍ଷରୁ ଅପିଲ କରାଯାଇଛି । ତେବେ କୋରୋନା ସଂକ୍ରମଣର କାରଣ ଦର୍ଶାଇ ରାଜ୍ୟପାଳ ଅଧିବେଶନକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ତେବେ ଏପରିସ୍ଥିତିରେ ରାଜ୍ୟପାଳଙ୍କୁ ରାଜି କରାଇବାକୁ ଅଶୋକ ଗେହଲଟ ରାଜଭାବନରେ ପହଞ୍ଚି ରାଜ୍ୟପରାଳଙ୍କୁ ସାକ୍ଷାତ କରୁଛନ୍ତି ।

Last Updated : Jul 24, 2020, 4:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.