ETV Bharat / bharat

ମୃତ ଶ୍ରମିକଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କଲେ ମମତା - mamata banajee tweet on murshidabad workers killed jammu-kashmir

ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କୀ ଆକ୍ରମଣରେ 5 ଜଣ ପଶ୍ଚିମବଙ୍ଗର ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ଫାଇଲ ଫଟୋ
author img

By

Published : Oct 30, 2019, 9:39 AM IST

Updated : Oct 30, 2019, 1:36 PM IST

କୁଲଗାମ: ଗତ ମଙ୍ଗଳବାର ଜମ୍ମୁ-କାଶ୍ମୀରର କୁଲଗାମରେ ଆତଙ୍କୀ ଆକ୍ରମଣରେ 5 ଜଣ ପଶ୍ଚିମବଙ୍ଗର ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୃତକଙ୍କ ପରିବାରକୁ 5 ଲକ୍ଷ ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

jammu kashmir incident
ଫାଇଲ ଫଟୋ

ଏପଟେ ବୁଧବାର ତୃଣମୂଳ କଂଗ୍ରେସର ବିଧାୟକ ଏବଂ ସାଂସଦମାନେ ମୃତ ଶ୍ରମିକଙ୍କ ପରିବାରକୁ ଭେଟିଛନ୍ତି । ତେବେ ମମତା ବାନାର୍ଜୀ ଏକ ଟ୍ବିଟ ଜରିଆରେ କହିଛନ୍ତି, ‘ ଆମେ ସେପର୍ଯ୍ୟନ୍ତ ଘଟଣାର କଡା ତଦନ୍ତ କରିବୁ ଯେପର୍ଯ୍ୟନ୍ତ ଘଟଣାର ସତ୍ୟତା ବାହାରକୁ ଆସିନାହିଁ ’ ।

Intro:Body:

BLANK FOR LINK 

Conclusion:
Last Updated : Oct 30, 2019, 1:36 PM IST

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.