ETV Bharat / bharat

ମାନ୍ଦାବସ୍ଥାକୁ ନେଇ ସଂସଦରେ ସରକାରଙ୍କୁ ଘେରିବ କଂଗ୍ରେସ - ଆର୍ଥିକ ମାନ୍ଦାବସ୍ଥାକୁ ନେଇ ଘେରିବ କଂଗ୍ରେସ

ସୋମବାର ସଂସଦର ଶୀତ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆର୍ଥିକ ମାନ୍ଦାବସ୍ଥା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ଘେରିବା ଯୋଜନାରେ ରହିଛି ବିରୋଧି କଂଗ୍ରେସ।

ମାନ୍ଦାବସ୍ଥାକୁ ନେଇ ସଂସଦରେ ସରକାରଙ୍କ ଘେରିବ କଂଗ୍ରେସ
author img

By

Published : Nov 18, 2019, 12:27 PM IST

ନୂଆଦିଲ୍ଲୀ: ଦେଶ ବର୍ତ୍ତମାନ ଆର୍ଥିକ ମନ୍ଦାବସ୍ଥାରେ ଗତି କରୁଛି । ଏହା ସହିତ ବେକାରୀ ପାଇବା ସହ ମହଙ୍ଗା ମାଡରେ ଛଟପଟ ହେଉଛନ୍ତି ସାଧାରଣ ଲୋକ । ଆର୍ଥିକ ପ୍ରସଙ୍ଗକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିବା ଯୋଜନାରେ ରହିଛି କଂଗ୍ରେସ । ସୋମବାର ଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଛି । ବର୍ତ୍ତମାନର ପରିସ୍ଥିତିରେ ଦେଶରେ ଦେଖା ଦେଇଥିବା ଆର୍ଥିକ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ସଂସଦକୁ ପ୍ରତିନିଧିତ୍ବ କରୁଥିବା ଦଳୀୟ ସଦସ୍ୟଙ୍କ ଉଦ୍ଦେଶ୍ୟ ଜଣାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମ ।

ଟ୍ବିଟର ମାଧ୍ୟମରେ ଚିଦାମ୍ବରମଙ୍କ ପରିବାରଙ୍କ ପରିବାର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଏହାସହ କେନ୍ଦ୍ର ସରକାର ବୈଧ ଆଲୋଚନା ସହ ବାସ୍ତବିକ ସତ୍ୟତାକୁ ଗ୍ରହଣ କରୁନାହାନ୍ତି ବୋଲି ଅନ୍ୟ ଏକ ଟ୍ବିଟରେ ଉଲ୍ଲେଖ କରାଯାଇଛି । ସେପଟେ, ସଂସଦର ଶୀତ ଅଧିବେଶନରେ ପି.ଚିଦାମ୍ବରମଙ୍କୁ ଉପସ୍ଥିତି ରହିବା ଦରକାର ବୋଲି କହିଥିଲେ ଗୁଲାମ ନବୀ ଆଜାଦ ।

ଏହି ଅଧିବେଶନରେ ନାଗରିକତା ବିଲକୁ ଉପସ୍ଥାପନା କରାଯିବ । ପର୍ସନାଲ ଡାଟା ପ୍ରୋଟେକାନ ବିଲ 2019, ଆଣ୍ଟି ମେରିଟାଇମ ପ୍ରାଇସି ବିଲ 2019 ଓ ଟ୍ରାନ୍ସଜେଣ୍ଡର ପର୍ସନ ବିଲ 2019 ସହ ଅନ୍ୟ 47ଟି ବିଲ ଉପରେ ଆଲୋଚନା ହୋଇପାରେ।

Intro:Body:

BLANK FOR  LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.