ETV Bharat / bharat

‘ମାନବ ସେବା ହିଁ ମାଧବ ସେବା’, ଉଦାହରଣ ସାଜିଲେ ଛତିଶଗଡ ଏଏନଏମ - ମାନବ ସେବା ହିଁ ମାଧବ ସେବା

‘କର୍ତ୍ତବ୍ୟ ହିଁ ଭଗବାନ’ । ଏହି ଉକ୍ତିଟିକୁ ପରମ ଧର୍ମ ଭାବେ ଗ୍ରହଣ କରିନେଇଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର ଏଏନଏମ ଓ ତାଙ୍କ ସହଯୋଗୀ ।

ଡିଜାଇନ ଫଟୋ
author img

By

Published : Oct 29, 2019, 1:28 PM IST

ରାୟପୁର: ‘କର୍ତ୍ତବ୍ୟ ହିଁ ଭଗବାନ’ । ଏହି ଉକ୍ତିଟିକୁ ପରମ ଧର୍ମ ଭାବେ ଗ୍ରହଣ କରିନେଇଛନ୍ତି ଛତିଶଗଡ ବିଜାପୁର ଜିଲ୍ଲାର ଏଏନଏମ ଓ ତାଙ୍କ ସହଯୋଗୀ । ଜିଲ୍ଲାର ଅନ୍ତରୀଣ ଅଞ୍ଚଳ ଯଥା ଭୌରବଗଡ, ଉସୁର, ଭୋପାଳପଟନମ ଓ ଏହାଠାରୁ 25 କିଲୋମିଟର ଦୂରରେ ସ୍ଥିତ କୋଣ୍ଡାପଲ୍ଲୀ ଓ ନରୋନପଲ୍ଲୀସ୍ଥିତ ଉପ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକରେ ଅପହଞ୍ଚ ସ୍ବାସ୍ଥ୍ୟସେବା । ଏହି ଅଞ୍ଚଳଗୁଡିକୁ ଯିବାକୁ ହେଲେ ପାର କରିବାକୁ ହୁଏ ନଦୀ ।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ହେଲେ ଗନ୍ତବ୍ୟ ରାସ୍ତା ଅଭାବ ଥିବା ଏହି ଅଞ୍ଚଳଗୁଡିକୁ ପ୍ରତିଦିନ ନଦୀପାର ହୋଇ ଯାଆନ୍ତି ଏଏନଏମ ଆଂଶୁରିୟା ରାଓ ଓ ରାନୀ ମଣ୍ଡାବୀ । ଦିନେ ନୁହେଁ କି ଦୁଇ ଦିନ ନୁହେଁ ବିଗତ ଅନେକ ଦିନ ହେବ ଏହିପରି ନିରବଚ୍ଛିନ୍ନ ଭାବେ ନିଜ କର୍ତ୍ତବ୍ୟ ପାଳନ କରିଚାଲିଛନ୍ତି ଏହି ଦୁଇ ଏଏନଏମ ଓ ତାଙ୍କ ସହଯୋଗୀ । ଗ୍ରାମବାସୀଙ୍କ ସ୍ବାସ୍ଥ୍ୟ ଓ ସୁବିଧାକୁ ମୁଖ୍ୟ ପ୍ରାଧାନ୍ୟ ଦେଇ ପ୍ରତିଦିନ ଜୀବନକୁ ବାଜିରେ ଲଗାଇ ନଦୀପାର କରନ୍ତି ଏମାନେ ।

ଗାଁରେ ପ୍ରତ୍ୟେକଙ୍କ ସ୍ବାସ୍ଥ୍ୟର ଧ୍ୟାନ ରଖିବା ସହ ଗର୍ଭବତୀ ମହିଳାଙ୍କ ପାଇଁ ଆବଶ୍ୟକ ଔଷଧ ଓ ସୁବିଧା ଯୋଗାଇବାରେ ସବୁବେଳେ ଆଗରେ ଏହି ଏଏନଏମ ଓ ସହଯୋଗୀ । ଗର୍ଭବତୀ ଓ ପିଲାମାନଙ୍କ ହାତପାଆନ୍ତାରେ ସମସ୍ତ ସ୍ବାସ୍ଥ୍ୟ ସେବା ପହଞ୍ଚାଇ ଆଜି ଏମାନେ ଲୋକଙ୍କ ହୃଦୟରେ ସୃଷ୍ଟି କରିପାରିଛନ୍ତି ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ । ଏମାନଙ୍କ ପ୍ରୟାସ ସତରେ ଶତ ପ୍ରଶଂସନୀୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:
बीजापुर- कुछ अच्छा कर गुजरने का दिल में जज्बा हो तो हर मुश्किल राह भी आसान हो जाती है,ऐसे ही धुर नक्सल प्रभावित क्षेत्रो में स्वास्थ्य सेवा का अलख जगा रही है एएनएम और इनका साथ दे रहे हैं वर्कर।

Body:अंदरूनी इलाको में ग्रामीणों की सेवा के भाव ने न केवल बीहड़ों में स्वास्थ्य सेवाये दे रहे है वही इस क्षेत्रों के लोगों के लिए दिलों मे भी अपना कब्जा जमाया है ।
हम बता रहे है धुर नक्सल प्रभावित जिला बीजापुर के भैरमगढ़,उसूर,भोपालपटनम विकासखण्ड  के स्वास्थ्य केंद्रों की 25 किलो मीटर दूर उप स्वास्थ्य केन्द्र कोण्डापल्ली नरोनपल्ली समेत हर विकासखण्ड के अंतर्गत आने नदी पार कर जाना पड़ता है स्वास्थ्य सेवा टीम को । बासागुड़ा के टेकुलगुडा  ग्राम पंचायत जैसे और भी पंचायत की है।जंहा सरकार की नहीं जनताना सरकार की राज चलता हैं।अति संवेदनशील क्षेत्र  होने के चलते शिक्षा, स्वास्थ्य, और सरकारी सुविधाएं न के बराबर हैं।ऐसे में टेकुलगुडा के भरे नदी को पार कर बासागुडा स्वास्थ्य केन्द्र की एएनएम श्रीमती ऑंसूरिया राव और भैरमगढ़ ब्लाक के नेलासनार से रानी मंडावी।
Conclusion:यंहा के ग्रामीणो से मिलकर स्वास्थ्य सेंवाए देती हैं। गर्भवती महिलाओं का टीकारण से लेकर प्रसव तक व बच्चों  व लोगों के प्राथमिक उपचार के लिए भी श्रीमती राव जान जोखिम में डालकर  इनके बीच  पहुंचती है और उपचार करती है।कैसे बीमारियों से बचा जाये,कैसे गर्भवती महिलाओं को एहतियात बरतनी चाहिये, बीमारी मे क्या खाना चाहिए इन सब की जानकारी एएनएम देती है ।
बाईट - रामराव,ग्रामीण
बाईट - समैया युवक
बाईट - नीमैया ग्रामीण
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.