ETV Bharat / bharat

ପୋଲ ପର୍ବରେ ବାଜା ବଜାଇଲେ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ - ଭୁପେଶ ବାଘେଲ

ଛତିଶଗଡର ବଡ ପର୍ବ ପୋଲ ପର୍ବକୁ ନେଇ ସାରା ରାଜ୍ୟରେ ପାଳିତ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବାଜା କୁ ନେଇ ଏବେ ଚର୍ଚ୍ଚା । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Chhattisgarh CM
Chhattisgarh CM
author img

By

Published : Aug 18, 2020, 9:54 PM IST

ରାୟପୁର: ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଆଜି (ମଙ୍ଗଳବାର) ରାଜ୍ୟବାସୀଙ୍କୁ ପୋଲ ପର୍ବର ଶୁଭେଛା ଜଣାଇବା ସହ ସମସ୍ତଙ୍କ ମଙ୍ଗଳକାମନା କରିଛନ୍ତି । ଏହି ଅବସରେର ମୁଖ୍ୟମନ୍ତ୍ରୀ ବଘେଲ ରାଜ୍ୟବାସୀଙ୍କ ସୁଖ ସମୃଦ୍ଧି କାମନା କରିଛନ୍ତି ।

ପୋଲ ପର୍ବରେ ସାମିଲ ହେଲେ ଭୁପେଶ ବାଘେଲ; ବଜାଇଲେ ବାଜା

ନିଜର ଶୁଭକାମନା ବାର୍ତ୍ତାରେ ବାଘେଲ କହିଛନ୍ତି ପୋଲ ପର୍ବ ରାଜ୍ୟର ସଂସ୍କୃତି ପରମ୍ପରା । ଲୋକଙ୍କ ମନରେ ହୃଦୟରେ ଥିବା ପର୍ବ । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶା ଥାଏ ।

ମୁଖ୍ୟମନ୍ତ୍ରୀ ନିବାସରେ ଆୟୋଜିତ ହୋଇଥିବା ଏହି ପର୍ବରେ ଖୋଦ ନିଜେ ମୁଖ୍ୟମନ୍ତ୍ରୀ ସାମିଲ ହୋଇ ଲୋକଙ୍କ ସହ ଖୁସି ମନାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଆବାସରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟମନ୍ତ୍ରୀ ନିଜେ ଲୋକଗୀତ ସହ ବାଦ୍ୟ ବଜାଉଛନ୍ତି । ଯାହାକୁ ନେଇ ସେ ଟ୍ବିଟ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଏହି ଅବତାରକୁ ନେଇ ଏବେ ଭିନ୍ନ ଚର୍ଚ୍ଚା ହେଉଥିବା ବେଳେ ସାମାଜିକ ଦୂରତା ଉଲ୍ଲଘଂନ ହୋଇଥିବାରୁ ମଧ୍ୟ ପ୍ରଶ୍ନ ଉଠିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.