ETV Bharat / bharat

46,080 ପ୍ଲାଷ୍ଟିକ ବଲରେ ତିଆରି ହେଲା ଛତ୍ରପତି ଶିବାଜୀଙ୍କ ଫଟୋ ଚିତ୍ର - 46080 plastic beads

ଛତ୍ରପତି ଶିବାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ଆନ୍ଧ୍ରରେ ରହୁଥିବା ନିତିନ ଦୀନେଶ କମ୍ବଲେ ଶିବାଜୀଙ୍କ ଏକ ଫଟୋ ଚିତ୍ର କରିଛନ୍ତି । ଯାହାକି 46,080 ପ୍ଲାଷ୍ଟିକ ବଲରେ ତିଆରି । ଅଧିକ ପଢନ୍ତୁ...

Nitin Dinesh Kamble has made a mosaic portrait
46,080 ପ୍ଲାଷ୍ଟିକ ବଲରେ ତିଆରି ହେଲା ଛତ୍ରପତି ଶିବାଜୀଙ୍କ ଫଟୋ ଚିତ୍ର
author img

By

Published : Mar 12, 2020, 9:28 AM IST

ମୁମ୍ବାଇ: 46,080 ପ୍ଲାଷ୍ଟିକ ବଲରେ ତିଆରି ହେଲା ଛତ୍ରପତି ଶିବାଜୀଙ୍କ ଚିତ୍ର । ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ହିନ୍ଦୁ ପଞ୍ଜିକା ଅନୁଯାୟୀ ଆଜି ଶିବାଜୀଙ୍କ ଜନ୍ମ ଜୟନ୍ତୀ ଥିବାବେଳେ ଏହି ଅବସରରେ ଆନ୍ଧ୍ରରେ ରହୁଥିବା ନିତିନ ଦୀନେଶ କମ୍ବଲେ ଶିବାଜୀଙ୍କ ଏକ ଫଟୋ ଚିତ୍ର କରିଛନ୍ତି । ଯାହାକି 46,080 ପ୍ଲାଷ୍ଟିକ ବଲରେ ତିଆରି ।

ରାଜ ଭୋଁସଲେ ପଶ୍ଚିମ ଭାରତ ମରାଠା ରାଜ୍ୟର ସ୍ଥାପକ ଓ ଶାସକ ଥିଲେ ଶିବାଜୀ। ମହାରାଷ୍ଟ୍ରର ପୁନେ ଜିଲ୍ଲାର ଶିବନର ଗିରିଦୁର୍ଗରେ ୧୬୨୭ ଖ୍ରୀଷ୍ଟାବ୍ଦରେ (ମତାନ୍ତରେ ୧୬୩୦) ଶିବାଜୀ ଜନ୍ମଗ୍ରହଣ କରିଥିଲେ । ନିଜ ଜାତି ଏବଂ ମାଟି ପାଇଁ ସମର୍ପି ଦେଇଥିଲେ ସେ ତାଙ୍କ ଜୀବନ । ବୀରତ୍ବ ଓ ବଳିଦାନ ପାଇଁ ସର୍ବଦା ସର୍ବାଗ୍ରେ ଶିବାଜୀ । ଆଜି ସେହି ମହାନ ପରାକ୍ରମ ଯୋଦ୍ଧାଙ୍କର ଜୟନ୍ତୀ ହୋଇଥିବାବେଳେ ଦେଶ ଢାଳୁଛି ଭକ୍ତି ପୁଷ୍ପାଞ୍ଜଳି ।

@ ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.