ETV Bharat / bharat

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ସହ ଶେଷ ହେଲା ଗଣପର୍ବ ଛଟ୍‌

ଆଜି ଛଟ୍‌ ପର୍ବର ଶେଷ ଦିନ । ନିୟମ ନିଷ୍ଠା ଓ ସମର୍ପିତ ଭାବ ସହକାରେ ପୂଜା ଶେଷ କରୁଛନ୍ତି ବ୍ରତଧାରୀ । ଅଧିକ ପଢନ୍ତୁ...

author img

By

Published : Nov 21, 2020, 8:02 AM IST

ଅର୍ଘ୍ୟ ଅର୍ପଣ ସହ ଶେଷ ହେଲା ଗଣପର୍ବ ଛଠ
ଅର୍ଘ୍ୟ ଅର୍ପଣ ସହ ଶେଷ ହେଲା ଗଣପର୍ବ ଛଠ

ପାଟନା: ଆଜି ବିହାର ସମେତ ଉତ୍ତର ଭାରତର ଗଣପର୍ବ ଛଟ୍‌ ପୂଜାର ଶେଷ ଦିନ । ସମସ୍ତ ବ୍ରତଧାରୀ ମାନେ ବିଭିନ୍ନ ନଦୀର ପୂଜା ଘାଟରେ ପହଞ୍ଚି ଉଦୀୟମାନସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରି ଚାରି ଦିବସୀୟ ବ୍ରତ ଉଦଯାପନ କରୁଛନ୍ତି । ଏହାପରେ ଛଟ୍‌ ମାତାଙ୍କୁ ସନ୍ତାନର ରକ୍ଷା ଓ ପରିବାରର ଶୁଖ ଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି । ପୂଜା ପରେ ଉପବାସ କରିଥିବା ମହିଳା ମାନେ କ୍ଷୀର ପାନ ସହ ପ୍ରସାଦ ସେବନ କରି ବ୍ରତ ଶେଷ କରିଥାନ୍ତି ।

ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦେବାର ବିଧି:

  • ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ, ନାଲି ଚନ୍ଦନ, ଚାଉଳ ଓ ନାଲି ଫୁଲ ଓ କୁଶ ଆଦି ଦିଆଯାଇଥାଏ ।
  • ପାଣି ଭରା ଜଳ କଳସକୁ ହାତରେ ଧରି ସୂର୍ଯ୍ୟଙ୍କ ମନ୍ତ୍ର ଯପ କରନ୍ତୁ ।
  • ମନ୍ତ୍ରୋଚାରଣ ସହ ଜଳକୁ ଧୀରେ ଧୀରେ ପ୍ରବାହିତ କରନ୍ତୁ । ଏହାପରେ ଅର୍ଘ୍ୟ ସହ ପୁଷ୍ପାଞ୍ଜଳୀ ଦିଅନ୍ତୁ ।
  • ଏହାପରେ ସୂର୍ଯ୍ୟଙ୍କୁ ନମସ୍କାର କରି 7 ଥର ପରକ୍ରମା କରନ୍ତୁ ।
  • ଏହାପରେ ଛଟ୍‌ ମାତାଙ୍କୁ ସ୍ମରଣ କରି ପ୍ରସାଦ ସେବନ କରନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.