ETV Bharat / bharat

ରକ୍ଷା ବନ୍ଧନ ଓ ବଦଳୁଥିବା ଧାରା

author img

By

Published : Aug 3, 2020, 3:42 PM IST

ଭଉଣୀ ଓ ଭାଇର ସ୍ନେହ, ଶ୍ରଦ୍ଧା ଓ ସଂପର୍କରପବିତ୍ର ପର୍ବ ରକ୍ଷା ବନ୍ଧନ ଏ ବର୍ଷ ସାରାଭାରତରେ ଟିକେ ଫିକା ପଡିଯାଇଛି ।କୋରୋନା ମହାମାରୀ ଯୋଗୁଁ ଏଥରସୀମିତ ଭାବେ ପାଳନ ହେଉଛି ରାକ୍ଷୀ ପୂର୍ବ ବର୍ଷଗୁଡିକ ଭଳିଗହଳିଚହଳି କି ଚମକ ନାହିଁ ।

Rakshabandhan
ରକ୍ଷା ବନ୍ଧନ ଓ ବଦଳୁଥିବା ଧାରା

ଭଉଣୀ ଓ ଭାଇର ସ୍ନେହ, ଶ୍ରଦ୍ଧା ଓ ସଂପର୍କରପବିତ୍ର ପର୍ବ ରକ୍ଷା ବନ୍ଧନ ଏ ବର୍ଷ ସାରାଭାରତରେ ଟିକେ ଫିକା ପଡିଯାଇଛି ।କୋରୋନା ମହାମାରୀ ଯୋଗୁଁ ଏଥରସୀମିତ ଭାବେ ପାଳନ ହେଉଛି ରାକ୍ଷୀ ପୂର୍ବ ବର୍ଷଗୁଡିକ ଭଳିଗହଳିଚହଳି କି ଚମକ ନାହିଁ । ସବୁକିଛି ମାନ୍ଦା ମାନ୍ଦା । ମହାମାରୀପ୍ରକୋପ ଯୋଗୁଁ ବେଶ୍ ସତର୍କତାର ସହପାଳନ ହେଉଛି ରାକ୍ଷୀ । ହେଲେ ଏଥରଗୋଟିଏ ନୂଆ କଥା ଦେଖିବାକୁମିଳିଛି । ଡିଜିଟାଲ୍ ରାକ୍ଷୀରସହାୟତା ନେଇଛନ୍ତି ଲୋକେ । ଏସଂପର୍କରେ ସାଇକିଆଟ୍ରିଷ୍ଟ୍ ଡକ୍ଟରବୀଣା କ୍ରିଷ୍ଣନ କହିଛନ୍ତି ଯେ,ସାଂପ୍ରତିକ ପରିସ୍ଥିତି ଦୃୃଷ୍ଟିରୁଲୋକେ ଚିରନ୍ତନ ଭୟ ଓ ଆଶଙ୍କା ମଧ୍ୟରେରହିଛନ୍ତି । ରାକ୍ଷୀ ପାଳିବେ କି ନାହିଁ , ସେନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ହେଲେ, ଲୋକେନିରାଶ ନ ହୋଇ ସତର୍କତା ଅବଲମ୍ବନ କରିନିରାଡମ୍ବର ଭାବେ ରକ୍ଷା ବନ୍ଧନ ପାଳନକରିପାରିବେ ।ବର୍ତମାନ ପରିସ୍ଥିତିରେ ଭାଇ ଓଭଉଣୀମାନଙ୍କ ମଧ୍ୟରେ ତ ଦେଖା ସାକ୍ଷାତ ସମ୍ଭବନୁହେଁ । କିନ୍ତୁ ଆଜିକାଲି ସାରାବିଶ୍ୱ ଖୁବ୍ ଛୋଟ ମନେ ହେଉଛି ।

ଇଂଟରନେଟ୍ ଯୁକ୍ତ ଫୋନ୍ ଟିଏ ଥିଲେଯିଏ ଯେତେ ଦୂରରେ ଥିଲେ ମଧ୍ୟଯୋଗାଯୋଗ ସମ୍ଭବ ହୋଇପାରୁଛି ।ଡିଜିଟାଲ୍ ଟେକନୋଲୋଜି ବ୍ୟବଧାନହ୍ରାସ କରିଛି । ଡିଜିଟାଲ୍ ମାଧ୍ୟମରେଯୋଡି ହେବା ଏକ ନିରାପଦ ବିକଳ୍ପ ।ସାଂପ୍ରତିକ ପରିସ୍ଥିତି ଦୃଷ୍ଟିରୁ ଏହାସବୁଠାରୁ ବଡ ବିକଳ୍ପ ବୋଲି ଡକ୍ଟରବୀଣା କହିଛନ୍ତି ।ଏ ବର୍ଷର ଧାରା କଣ ?

. ରାକ୍ଷୀ ପର୍ବ ବେଳେ ସମସ୍ତ ପ୍ରକାର ନିରାପଦବ୍ୟବସ୍ଥା ଅନୁସରଣ କରନ୍ତୁ ।

. ପର୍ବ ପାଳନ ପାଇଁ ଯଦି କାହାର ଘରପରିବାରକୁ ଯାଉଛନ୍ତି, ତାହା ହେଲେ ମାସ୍କଓ ଗ୍ଲୋଭସ ପିନ୍ଧନ୍ତୁ ।

. ହାତର ସଠିକ ବିଶୋଧନ କରନ୍ତୁ ।

. ବଜାରରୁ ମିଠା କିଣିବା ବଦଳରେ ଘରେକିଛି ସ୍ୱାସ୍ଥ୍ୟକର ସାମଗ୍ରୀ ପ୍ରସ୍ତୁତକରନ୍ତୁ ।

. ଭଉଣୀଙ୍କୁ କୌଣସିଚକୋଲେଟ୍ ବା ମହଙ୍ଗା ଉପହାର ଦେବାବଦଳରେ ସ୍ୱାସ୍ଥ୍ୟକର ଫଳ ବା ଅନ୍ୟ କୌଣସିଖାଦ୍ୟ ପଦାର୍ଥ ଦିଅନ୍ତୁ, ଯାହା ଫଳରେ କିସାଂପ୍ରତିକ ପରିସ୍ଥିତିରେ ଏହାଉପକାରୀ ହୋଇପାରିବ । ସାନିଟାଇଜର,ମାସ୍କ ବି ଉପହାର ଦେଲେ ବହୁତ ଭଲ ।

ରକ୍ଷା ବନ୍ଧନ ପବ ର୍ ବଦଳିନାହିଁ । ବଦଳିଛିକେବଳ ଶୈଳୀ । ଆମେ ଆଜିକାଲିନାରୀ ସଶକ୍ତିକରଣ ଓ ସମାନତା କଥା କହୁଛୋ ମହିଳାମାନେ ଆଜି କାଲି ଆଉକାହା ଉପରେ ନିର୍ଭରଶୀଳ ନୁହନ୍ତି ।ସେମାନେ ନିଜେ ଗୋଡରେ ନିଜେଛିଡା ହେବା ପାଇଁ ସମର୍ଥ । ଭଉଣୀକୁସୁରକ୍ଷିତ ରଖିବା କେବଳ ଭାଇର ଦାୟିତ୍ୱନୁହେଁ । ଭଉଣୀ ବି ଭାଇକୁ ସୁରକ୍ଷିତରଖିପାରିବ । ଡକ୍ଟର ବୀଣାଙ୍କ ମତରେରକ୍ଷା ବନ୍ଧନ ଆଜିକାଲି ଏକ ସାମାଜିକଗଣ ପର୍ବରେ ପରିଣତ ହୋଇଛି ।ସ୍କୁଲଗୁଡିକରେ ରାକ୍ଷୀ ପ୍ରସ୍ତୁତି କାର୍ଯ୍ୟକ୍ରମସବୁ ଆୟୋଜିତ ହେଉଛି । ସେସବୁ ରାକ୍ଷୀ ସୀମାରେ ମୁତୟନ ଆମ ସାହସୀବୀର ସୈନ୍ୟଙ୍କୁ ପଠାଯାଉଛି । ଆମକୁସୁରକ୍ଷା ଦେଇ ଆଇନ ଶୃଙ୍ଖଳା କର୍ଯ୍ୟରେମୁତୟନ ପୋଲିସ ଭାଇମାନଙ୍କୁ ବି ରାକ୍ଷୀବନ୍ଧାଯାଉଛି । ଏସବୁ ସକାରାତ୍ମକଆଭିମୁଖ୍ୟ, ଆସ୍ଥା ଓ ବିଶ୍ୱାସର ଫଳ ।ଆଜିକାଲି ଏହା ହିଁ ରାକ୍ଷୀ ପର୍ବନୂଆ ଧାରା ।ତେଣୁ ଆଜିର ଦିନରେ କେବଳ ଭଉଣୀଭାଇଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି ନାହିଁ ,ବରଂଛୋଟ ଛୋଟ ଭାଇମାନେ ବି ବଡଭଉଣୀଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି । ପରସ୍ପରରସୁରକ୍ଷାରେ ଭାଇ ଭଉଣୀ ପ୍ରତିଶ୍ରୁତିବଦ୍ଧହୁଅନ୍ତି । ଏବର୍ଷ ରକ୍ଷା ବନ୍ଧନ ଟିକେଭିନ୍ନ ଧରଣର ହେଲେ ମଧ୍ୟ ଏହାର ସ୍ପିରିଟ୍‌ପୂର୍ବ ଭଳି ରହିଛି । ଭାଇ ଓ ଭଉଣୀଙ୍କମଧ୍ୟରେ ସ୍ନେହ ଶ୍ରଦ୍ଧାର ନିବିଡ ସଂପର୍କଅତୁଟ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.