ETV Bharat / bharat

ବିଜୟୱାଡାରେ ଖ୍ରୀଷ୍ଟମାସ ପାଳିଲେ ଚନ୍ଦ୍ରବାବୁ ନାଇଡୁ

ବଡଦିନରେ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡାର ସେଣ୍ଟ ପୋଲ କ୍ୟାଥଡ୍ରାଲ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ।

author img

By

Published : Dec 25, 2019, 5:09 PM IST

chandrababu-naidu-christmas-celebrate-at-vijayawada
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ସାରା ଦେଶରେ ଆନନ୍ଦ ଉଲ୍ଲାସର ସହିତ ପାଳନ ହେଉଛି ବଡଦିନ । ବଡଦିନରେ ଟିଡିପି ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ବିଜୟୱାଡାର ସେଣ୍ଟ ପୋଲ କ୍ୟାଥଡ୍ରାଲ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ କରିଛନ୍ତି ।

ବଡଦିନ ଅବସରରେ ସମସ୍ତଙ୍କୁ ଖ୍ରୀଷ୍ଟୀୟ ସମ୍ପ୍ରଦାୟର ଭାଇ ଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାଙ୍କ ଶାସନ ସମୟର କଥା ମନେପକାଇ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକଙ୍କ ମଙ୍ଗଳ ପାଇଁ 100 କୋଟି ଟଙ୍କା ଦେଇଥିଲେ ବୋଲି କହିଛନ୍ତି ଚନ୍ଦ୍ରବାବୁ ନାଇଡୁ । ତାଙ୍କ ସରକାରରେ ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ଆର୍ଥିକ ସହାୟତା ପାଇଁ ଚନ୍ଦ୍ରନ୍ନା କାନୁକା ଯୋଜନା ଘୋଷଣା କରିଥିଲେ ।

ଏହି ଉତ୍ସବରେ ଖ୍ରୀଷ୍ଟ ଧର୍ମର ଲୋକମାନେ ନିଜ ଘରକୁ ଆଲୋକମାଳା ଓ ଫୁଲରେ ସଜାଇବା ସହ ନୂତନ ପୋଷାକ କିଣି ବଭିନ୍ନ ପ୍ରକାରର ସୁସ୍ବାଦୁ ଖାଦ୍ୟ ଓ କେକ ତିଆରି କରିଥାନ୍ତି । ବଡଦିନରେ କେକର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଏହି ଦିନ ସମସ୍ତ ଚର୍ଚ୍ଚ ଗୁଡିକୁ ସୁନ୍ଦର ଭାବରେ ସଜାଯିବା ସହିତ ସ୍ବତନ୍ତ୍ର ପ୍ରାର୍ଥନା କରାଯାଇଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.