ETV Bharat / bharat

ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ରହିବା ପାଇଁ ମିଳୁନି ଘର!

author img

By

Published : Sep 29, 2019, 11:37 AM IST

ୟୁପିର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଘଟଣା ଏବେ ଯାଏଁ ବି ମନରୁ ଲିଭିନି । ମାତ୍ର ସବୁଠାରୁ ହୃଦୟ ବିଦାରକ କଥା ହେଉଛି, ଏହି ସମୟରେ ମଣିଷ ସମାଜ ଯେଉଁଠି ଆଗକୁ ଆସି ପୀଡିତାଙ୍କୁ ସହଯୋଗର ହାତ ବଢାଇବା କଥା ସେଠି ପୀଡିତାଙ୍କୁ ଘର ଦେବାକୁ ସଭିଏଁ ନାରାଜ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ଆମ ଦେଶରେ ନାରୀ ମାନଙ୍କ ପ୍ରତି ପାଶବିକ ଅତ୍ୟାଚାର ବଢିବା ଖବର ପ୍ରତିଦିନ ଖବର କାଗଜ କି ଟେଲିଭିଜନରେ ଦେଖିବାକୁ ମିଳେ । ହେଲେ ଯେତେ ଆଇନ କଠୋର ହେଲେ କି ସଚେତନ କଲେ ଅସାମାଜିକ ବ୍ୟକ୍ତି ଏଥିରୁ ବାଦ ପଡୁନାହାଁନ୍ତି । ମାତ୍ର କେବେ କେହି ଭାବିଛନ୍ତି ଜଣେ ନାରୀ ଦୁଷ୍କର୍ମର ଶିକାର ହେବା ପରେ ତା ପରର ଜୀବନ କେମିତି କଟିଥାଏ । ବିଭିନ୍ନ ସ୍ଥାନରେ ପୀଡିତାଙ୍କୁ ଆଡ ନଜରରେ ଦେଖାଯାଉଥିବା ବେଳେ କେତେ କେତେ ଅଞ୍ଚଳରେ ନିଜ ବାପା ମାଆ ବି ପୀଡିତାଙ୍କୁ ଗ୍ରହଣ ନକରିବା ଦୃଶ୍ୟ ବି ସାମନାକୁ ଆସିଛି । ତେବେ ଏମିତି ଏକ ସଂଘର୍ଷମୟ କାହାଣୀର ସାମ୍ନା କରିଛନ୍ତି ଉନ୍ନାଓ ଦୁଷ୍କର୍ମ ପୀଡିତା ।

ସୂଚନା ଅନୁସାରେ, ୟୁପିର ଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ଘଟଣା ଏବେ ଯାଏଁ ବି ମନରୁ ଲିଭିନି । ତେବେ ଦୁର୍ବୃତ୍ତ ମାନେ ତାଙ୍କୁ ଜୀବନରୁ ମାରିଦେବାକୁ ବି ପଛାଇ ନାହାଁନ୍ତି । ଆକ୍ରମଣର ଶିକାର ହୋଇ ଦିଲ୍ଲୀ ଏମସରେ ଚିକିତ୍ସାଧୀନ ପରେ ପୀଡିତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ।

ମାତ୍ର ସବୁଠାରୁ ହୃଦୟ ବିଦାରକ କଥା ହେଉଛି, ଏହି ସମୟରେ ମଣିଷ ସମାଜ ଯେଉଁଠି ଆଗକୁ ଆସି ପୀଡିତାଙ୍କୁ ସହଯୋଗର ହାତ ବଢାଇବା କଥା ସେଠି ପୀଡିତାଙ୍କୁ ଘର କେହି ଦେବାକୁ ନାରାଜ । ଯାହାକୁ ନେଇ ପୀଡିତାଙ୍କ ଓକିଲ କୋର୍ଟଙ୍କୁ ଏ ବାବଦରେ ଜଣାଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ, ଡିସିଡବ୍ଲ୍ୟୁ ପୀଡିତାଙ୍କୁ ଘର ଯୋଗାଇଦେବା ସହ ରକ୍ଷଣାବେକ୍ଷଣ ଉପରେ ବି କଡା ନଜର ରଖିବେ ।

ତେବେ କେସ ଏବେ ବିଚାରଧୀନ ଥିବାରୁ ପୀଡିତା ଓ ତାଙ୍କ ପରିବାରକୁ ଦିଲ୍ଲୀରେ ହିଁ ରହିବାକୁ ଆଦେଶ ଦେଇଛନ୍ତି କୋର୍ଟ । କାରଣ ନିଜ ରାଜ୍ୟରେ ପୀଡିତାଙ୍କ ଜୀବନ ଓ ତାଙ୍କ ପରିବାରର ଜୀବନ ସଙ୍କଟରେ ଥିବା ଦର୍ଶାଇ ଦିଲ୍ଲୀରେ ରହିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

Intro:Body:

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.