ETV Bharat / bharat

ଭୋଟରଙ୍କୁ ସଚେତନ କରିବ ଡିଟିସି ବସ

ଖୁବଶୀଘ୍ର ଭୋଟରଙ୍କୁ ସଚେତନ କରିବାକୁ ଆସିବ ଡିଟିସି ବସ । ସୋମବାର ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ଏହି ସୂଚନା ଦେଇଛନ୍ତି ।

author img

By

Published : Apr 9, 2019, 3:21 PM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜଧାନୀରେ ଖୁବଶୀଘ୍ର ଭୋଟଙ୍କୁ ସଚେତନ କରିବ ଡିଟିସି ବସ । ସିଇଓ ଅଫିସ ପକ୍ଷରୁ 1 ହଜାର ବସରେ ନିର୍ବାଚନ ପ୍ରଚାର ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । କିଛି ବସରେ ନିର୍ବାଚନ ସମ୍ବନ୍ଧୀୟ ସ୍ଲୋଗାନ ସହ ଆରମ୍ଭ ହୋଇସାରିଲାଣି ପ୍ରଚାର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ସୋମବାର ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ ରଣବୀର ସିଂହ ଏହି ସୂଚନା ଦେଇ କହିଛନ୍ତି ଯେ, ଚଳିତ ନିର୍ବାଚନରେ ଯେପରି ଅଧିକରୁ ଅଧିକ ମତଦାନ ହୋଇପାରିବ। ଏଥିପାଇଁ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ପୂରା ପ୍ରସ୍ତୁତି କରାଯିବା ସହ ନିକଟରେ ଲଙ୍ଗ ରୁଟର 4ଟି ଗାଡିକୁ ନିୟୋଜିତ କରାଯାଇଛି ।

ଦିଲ୍ଲୀବାସୀ ଦୈନିକ ବସରେ ବହୁଳମାତ୍ରାରେ ଯାତାୟାତ କରୁଥିବାରୁ ଏହା ମାଧ୍ୟମରେ ଅଧିକରୁ ଅଧିକରୁ ଲୋକଙ୍କୁ ସଚେତନ କରିବାକୁ ଲକ୍ଷ୍ୟ ରଖାୟାଇଛି। ଖୁବଶୀଘ୍ର ଦିଲ୍ଲୀ ମେଟ୍ରୋରେ ମଧ୍ୟ ଏଭଳି ବ୍ୟବସ୍ଥା କରାଯିବାକୁ ଆଲୋଚନା ଚାଲିଛି। ଏହାସହ ଜନଗହଳିପୂର୍ଣ୍ଣ ସ୍ଥାନ ଯେପରି ସପିଙ୍ଗମଲ ସହ ସାର୍ବଜନୀନ ସ୍ଥାନ ମାନଙ୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

Intro:Body:

zdvdv

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.