ETV Bharat / bharat

ଜିଏସଟିକୁ ନେଇ କେନ୍ଦ୍ର ଦେଇଥିବା ପ୍ରତିଶୃତି ମୂଲ୍ୟହୀନ: ଚିଦାମ୍ବରମ

ଜିଏସଟି କ୍ଷତିପୂରଣ ବ୍ୟବଧାନକୁ ଦୂର କରିବା ପାଇଁ ରାଜ୍ୟ ସରକାର ଟଙ୍କା ଧାର ନେବାକୁ କେନ୍ଦ୍ର ସରକାରଙ୍କ ପ୍ରତିଶୃତିର କୌଣସି ମୂଲ୍ୟ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି।

author img

By

Published : Sep 10, 2020, 12:51 PM IST

p chidambaram
ଜିଏସଟିକୁ ନେଇ ରାଜ୍ୟଗୁଡିକୁ କେନ୍ଦ୍ର ଦେଇଥିବା ପ୍ରତିଶୃତି ମୂଲ୍ୟହୀନ

ନୂଆଦିଲ୍ଲୀ: ଜିଏସଟି କ୍ଷତିପୂରଣ ବ୍ୟବଧାନକୁ ଦୂର କରିବା ପାଇଁ ରାଜ୍ୟ ସରକାର ଟଙ୍କା ଧାର ନେବାକୁ କେନ୍ଦ୍ର ସରକାରଙ୍କ ପ୍ରତିଶୃତିର କୌଣସି ମୂଲ୍ୟ ନାହିଁ ବୋଲି ଗୁରୁବାର କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ କହିଛନ୍ତି।

ଏଥିସହ ସେ କହିଛନ୍ତି, ରାଜ୍ୟ ସରକାର ଏହି ସମୟରେ ଜିଏସଟି କ୍ଷତିପୂରଣ ଅଭାବକୁ ପୂରଣ କରିବା ପାଇଁ ‘ହାର୍ଡ କ୍ୟାସ’ ଆବଶ୍ୟକ କରୁଛନ୍ତି । ଯାହାର ବିକଳ୍ପ କେବଳ କେନ୍ଦ୍ର ପାଖରେ ଉପଲବ୍ଧ।

ଏପଟେ କେନ୍ଦ୍ରକୁ ଟାର୍ଗେଟ କରି ସେ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟ ଗୁଡିକୁ ଜିଏସଟି କ୍ଷତିପୂରଣ ବ୍ୟବଧାନକୁ ଦୂର କରିବା ପାଇଁ ଟଙ୍କା ଋଣ ଦେବାପାଇଁ ଯେଉଁ ପ୍ରତିଶୃତି ଦେଇଛନ୍ତି ତାହା କେବଳ ଏକ ପେପର ଏବଂ କଥାରେ ସୀମିତ । ଯାହାର କୌଣସି ମୂଲ୍ୟ ନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.