ETV Bharat / bharat

ସାଧାରଣତନ୍ତ୍ର ଦିବସର ଘଟଣାକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା - Rajyasabha news

ସାଧାରଣତନ୍ତ୍ର ଦିବସର ଘଟଣାକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା କରିଛନ୍ତି । ଅଧିକ ପଢନ୍ତୁ...

ସାଧାରଣତନ୍ତ୍ର ଦିବସର ଘଟଣାକୁ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ନିନ୍ଦା

author img

By

Published : Feb 4, 2021, 1:28 PM IST

ନୂଆଦିଲ୍ଲୀ:ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ସେକୁଲାର(ଜେଡିଏସ) ସାଂସଦ ଏଚଡି ଦେବଗୌଡା ସାଧାରଣତନ୍ତ୍ର ଦିବସରେ ହୋଇଥିବା ଘଟଣାକୁ ନିନ୍ଦା କରିଛନ୍ତି । ରାଜ୍ୟସଭାରେ ସେ ଏହାକୁ ଆଜି ନିନ୍ଦା କରିବା ସହ ଆନ୍ଦୋଳନସ୍ଥଳରେ ସରକାର ଢଳେଇ ପାଚେରୀ କରିବାକୁ ନେଇଥିବା ନିଷ୍ପତ୍ତି କିଛି ଫଳପ୍ରଦ ହେବ ନାହିଁ ବୋଲି କହିଛନ୍ତି ।

ଆମେ ସାଧାରଣନ୍ତ୍ର ଦିବସରେ ହୋଇଥିବା ଅରାଜକତାକୁ ନିନ୍ଦା କରୁଛୁ କିନ୍ତୁ ଏଥିପାଇଁ ଚାଷୀମାନେ ଦାୟୀ ନୁହଁନ୍ତି । ସେମାନଙ୍କୁ ଦଣ୍ଡିତ କରିବା ଠିକ୍‌ ନୁହେଁ । ଆନ୍ଦୋଳନସ୍ଥଳରେ ସରକାର ଢଳେଇ ପାଚେରୀ କରିବାକୁ ନେଇଥିବା ନିଷ୍ପତ୍ତି କିଛି ଫଳପ୍ରଦ ହେବ ନାହିଁ । ସରକାର ଶାନ୍ତିପୂର୍ଣ୍ଣ ଭାବେ ଏହି ସମସ୍ୟାର ସମାଧାନ କରିବା ଦରକାର ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ କହିଛନ୍ତି ।

ସୂଚନାଥାଉକି, ଜାନୁଆରୀ 26 ତାରିଖରେ କୃଷକମାନେ ଟ୍ରାକ୍ଟର ରାଲି କରିଥିଲେ । ଏହି ସମୟରେ ବ୍ୟାରିକେଡ ଭାଙ୍ଗିବା ସହିତ ନୂଆଦିଲ୍ଲୀ ଭିତରକୁ ପ୍ରବେଶ କରିଥିଲେ । ପରେ ଲାଲକିଲ୍ଲା ଯାଇ ସେଠାରେ ନିଜର ପତାକା ଉତ୍ତୋଳନ କରିଥିଲେ । ସେହିପରି ଏଥିରେ ଅନେକ ପୋଲିସ ଅଧିକାରୀ ଆହତ ହୋଇଥିଲେ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.