ETV Bharat / bharat

କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 6 ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି - କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 6 ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି

ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 6 ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି ରହିଥିବା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ।

central universities across India, out of which 6688 teaching posts vacant as on date
ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 6 ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି
author img

By

Published : Feb 10, 2020, 9:10 PM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 18 ହଜାରରୁ ଊର୍ଦ୍ଧ୍ବ ଅଧ୍ୟାପକ ଓ 34 ହଜାରରୁ ଅଧିକ ଅଣ ଅଧ୍ୟାପକ ପଦବୀ ସୃଷ୍ଟି କରାଯାଇଛି । ଏହି ତଥ୍ୟ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ ଉପସ୍ଥାପିତ କରାଯାଇଛି । ଏହା ସହ ବର୍ତ୍ତମାନ ପର୍ଯ୍ୟନ୍ତ 6 ହଜାରରୁ ଅଧିକ ଅଧ୍ୟାପକ ପଦବୀ ଖାଲି ରହିଥିବା ସୂଚନା ମିଳିଛି ।

ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟରେ 18,243 ଅଧ୍ୟାପକ ଓ 34,928 ଅଣ ଅଧ୍ୟାପକ ପଦବୀ ସୃଷ୍ଟି କରାଯାଇଛି । ସେହି ପଦବୀ ମଧ୍ୟରୁ 6688 ଅଧ୍ୟାପକ ପଦବୀ ବର୍ତ୍ତମାନ ଖାଲି ରହିଥିବା ବେଳେ 12,323ଟି ଅଣ ଅଧ୍ୟାପକ ପଦବୀ ଖାଲି ରହିଛି । ଏନେଇ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ପକ୍ଷରୁ ମାନବ ସମ୍ବଳ ମନ୍ତ୍ରଣାଳୟକୁ ଅବଗତ କରାଯାଇଛି।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.