ETV Bharat / bharat

ନିର୍ଭୟା ଦୋଷୀଙ୍କ ଫାଶୀଦଣ୍ଡ ଉପରେ ଆଜି ଶୁଣାଣି

ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମଲାର 4 ଦୋଷୀଙ୍କ ଫାଶୀ ଦଣ୍ଡ ବିଳମ୍ବ ହେଉଥିବା ବିରୋଧରେ ଆଜି ଦିଲ୍ଲୀ ହାଇକୋର୍ଟରେ ଏନେଇ ଶୁଣାଣି ହେବ ।

nirbhaya-gang-rape-case
ନିର୍ଭୟା ଦୋଷୀ
author img

By

Published : Feb 2, 2020, 10:06 AM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟାକାଣ୍ଡ ମାମାଲାର 4 ଦୋଷୀଙ୍କ ଫାଶୀଦଣ୍ଡ ରହିତାଦେଶ ଉପରେ ପଟିଆଲା ହାଉସ କୋର୍ଟଙ୍କ ଆଦେଶକୁ ଦିଲ୍ଲୀ ହାଇୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି । ଯାହାର ଶୁଣାଣି ରବିବାର ଅପରାହ୍ନ 3ଟା ସମୟରେ ହେବ । ଶନିବାର ଏହି ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ତିହାର ଜେଲ କର୍ତ୍ତୃପକ୍ଷ ଓ 4 ଦୋଷୀଙ୍କୁ ନୋଟିସ ଜାରି କରିଥିଲେ ।

ସଲିସିଟର ଜେନେରାଲ ତୁଷାର ମେହତ୍ତା ଏହି ମାମଲାରେ ଶନିବାର ଯୁକ୍ତିବାଢି କହିଥିଲେ ଯେ, ଆଇନ ବ୍ୟବସ୍ଥାରେ ଥିବା ଫାଙ୍କରୁ ଅପରାଧି ଫାଇଦା ଉଠାଉଛନ୍ତି। ଫାଶୀଦଣ୍ଡରୁ ବଞ୍ଚିବା ପାଇଁ ଜାଣିଶୁଣି ଫାଶୀ ପ୍ରକ୍ରିୟାରେ ବିଳମ୍ବ ଘଟାଉଛନ୍ତି । ଦୋଷୀ ମୁକେଶ ଓ ବିନୟ ଶର୍ମାକୁ ଆଗୁଆ ଫାଶୀ ଦିଆଯାଉ । କାରଣ ସେମାନଙ୍କର ସମସ୍ତ ଆଇନଗତ ପ୍ରକ୍ରିୟା ଶେଷ ହୋଇସାରିଛି । ସେମାନଙ୍କ ପାଇଁ ପୁନଃ ଡେଥ ୱାରେଣ୍ଟ ଜାରି କରିବାକୁ କୋର୍ଟଙ୍କୁ ନିବେଦନ କରିଛନ୍ତି ସେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.