ETV Bharat / bharat

ନିତିଶ କୁମାରଙ୍କ ପୈତୃକ ଗ୍ରାମରେ ଖୁସିର ମାହୋଲ - nitish kumar native village kalyan bigha

ବିହାରର 37 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନିତିଶ କୁମାର । ଏହି ଅବସରରେ ନିତିଶ କୁମାରଙ୍କ ପୈତୃକ ଗ୍ରାମରେ ଖୁସିର ମାହୋଲ ଦେଖାଦେଇଛି । ଅଧିକ ପଢନ୍ତୁ...

ନୀତିଶ କୁମାରଙ୍କ ପୈତୃକ ଗ୍ରାମରେ ଖୁସିର ମାହୋଲ

author img

By

Published : Nov 16, 2020, 4:51 PM IST

ପାଟନା: ବିହାରର 37 ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ ନିତିଶ କୁମାର । ଏହି ଅବସରରେ ନିତୀଶ କୁମାରଙ୍କ ପୈତୃକ ଗ୍ରାମରେ ଖୁସିର ମାହୋଲ ଦେଖାଦେଇଛି । ନାଳନ୍ଦା ଜିଲ୍ଲାର କଲ୍ୟାଣ ବିଘା ଗ୍ରାମବାସୀ ପରସ୍ପରକୁ ମିଠା ଖୁଆଇ ହୋଲି ଖେଳି ବେଶ ଉତ୍ସାହିତ ଅଛନ୍ତି ।

ଏକଜିଟ୍ ପୋଲରେ ନିତିଶ ସରକାର କ୍ଷମତା ହରାଇବା ଶୁଣିଥିଲୁ କିନ୍ତୁ ନିତିଶ କୁମାର ଏଥର ପୁଣି ବିହାର ମୁଖ୍ୟମନ୍ତ୍ରୀ ହେବେ ଭାବିନଥିବା କହିଛନ୍ତି ଗ୍ରାମବାସୀ । କିନ୍ତୁ ହଠାତ୍ ବିହାରର ଲୋକମାନେ ତାଙ୍କୁ ଅଜସ୍ର ସ୍ନେହ ଅଜାଡି ଦେଇଥିଲେ । ଭୋଟ ଗଣତିରେ ଏନଡିଏ ସଂପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା | ଏହା ପରେ ନିତୀଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏନଡିଏ ଘୋଷଣା କରିଥିଲା।

ଗ୍ରାମବାସୀ କହିଛନ୍ତି ଯେ ଆଜି କଲ୍ୟାଣ ବିଘା ପାଇଁ ପ୍ରକୃତ ଶୁଭ ଦିନ । ହୋଲି ଦୀପାବଳୀ ଭଳି ନିତିଶ କୁମାର ସପ୍ତମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାପରେ ଆମ ଖୁସିକୁ ଦ୍ବିଗୁଣିତ କରିଛି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.