ETV Bharat / bharat

CBSEର ଦଶମ ଓ ଦ୍ବାଦଶ ଶ୍ରେଣୀର ବୋର୍ଡ ପରୀକ୍ଷା ଆରମ୍ଭ

ସିବିଏସଇର ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପରୀକ୍ଷା ସହ ଧନ୍ଦାମୂଳକ ବିଷୟର ପରୀକ୍ଷା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ 55,364 ଛାତ୍ରଛାତ୍ରୀ ଦେଲେ ପରୀକ୍ଷା । ଅଧିକ ପଢନ୍ତୁ...

author img

By

Published : Feb 16, 2020, 9:17 AM IST

cbse board exams of 10th and 12th have started today
CBSE ବୋର୍ଡ ପରୀକ୍ଷା ଆରମ୍ଭ, ପ୍ରଥମ ଦିନ 55,364 ପରୀକ୍ଷାର୍ଥୀ

ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(CBSE)2020 ଉଭୟ ଦଶମ ଏବଂ ଦ୍ବାଦଶ ଶ୍ରେଣୀର ପରୀକ୍ଷା ଆରମ୍ଭ ହୋଇଯାଇଛି । ଏହା ସହିତ CBSE ଧନ୍ଦାମୂଳକ ବିଷୟର ପରୀକ୍ଷା ମଧ୍ୟ ଆରମ୍ଭ ହୋଇଛି ।

ସାରା ଦେଶରେ ସିବିଏଇର 15 ଫେବୃୟାରୀରୁ 10ମ ଏବଂ ଦ୍ବାଦଶ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଯାଇଛି । ସିବିଏସଇ ବୋର୍ଡର ପ୍ରଥମ ଦିନରେ ରିଟେଲିଙ୍ଗ,ସୁରକ୍ଷା, କୃଷି, ସ୍ବାସ୍ଥ୍ୟ, ଗଣମାଧ୍ୟମ, ବ୍ୟାଙ୍କିଙ୍ଗ୍‌, ମ୍ୟୁଜିକ ଆଣ୍ଡ୍‌ ପ୍ରଡକସନ୍ ସହିତ ମୋଟି 36 ବିଷୟର ପରୀକ୍ଷା ହୋଇଛି । ଯେଉଁଥିରେ 10ମ ଏବଂ ଦ୍ବାଦଶକୁ ମିଶାଇ ମୋଟି 55,364 ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । 26 ଫେବୃୟାରୀ ଦିନ 10ମର ଇଂରାଜୀ ପରୀକ୍ଷା ହେବ ଏବଂ 27 ଫେବୃୟାରୀ ଦିନ ଦ୍ବାଦଶ ଛାତ୍ରଙ୍କ ଇଂରାଜୀ ପରୀକ୍ଷା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.