ETV Bharat / bharat

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

author img

By

Published : Jul 14, 2020, 1:13 PM IST

ସିବିଏସଇ ଦ୍ବାଦଶ ଶ୍ରେଣୀ ରେଜଲ୍ଟ ପରେ ଆସନ୍ତାକାଲି ପ୍ରକାଶ ପାଇବ ଦଶମ ଶ୍ରେଣୀ ପରୀକ୍ଷା ଫଳ । ଅଧିକ ପଢନ୍ତୁ...

ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ
ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ନୂଆଦିଲ୍ଲୀ: ଆସନ୍ତାକାଲି ପ୍ରକାଶ ପାଇବ ସିବିଏସଇ ଦଶମ ପରୀକ୍ଷା ରେଜଲ୍ଟ । ପରୀକ୍ଷା ଫଳ ବାହାରିବା ନେଇ ସୂଚନା ଦେଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ । କେଉଁ ସମୟରେ ଫଳାଫଳ ଜଣାପଡିବ ସେନେଇ କୌଣସି ସୂଚନା ନାହିଁ ।

ପୋଖରିୟାଲ ଟ୍ବିଟ କରି କହିଛନ୍ତି, ଜୁଲାଇ 15ରେ ସିବିଏସଆଇର ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ ପାଇବ। ଏଥିସହ ସେ ଛାତ୍ରାଛାତ୍ରୀଙ୍କ ଭବିଷ୍ୟତ କାମନା କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ସୋମବାର ମଧ୍ୟାହ୍ନ ସମୟରେ ସିବିଏସଇ ଦ୍ବାଦଶ ଶ୍ରେଣୀର ଫଳାଫଳ ପ୍ରକାଶ ପାଇଥିଲା । ଚଳିଚ ବର୍ଷ ପାସ ହାର ରହିଥିଲା 88.78 ପ୍ରତିଶତ । ଦେଶର ଟପ ତିନି ମଧ୍ୟରେ ତ୍ରିଭେନ୍ଦ୍ର, ବେଙ୍ଗାଲୁରୁ ଓ ଚେନ୍ନାଇ ରହିଛି । ଏଥିର ପୁଅଙ୍କ ଅପେକ୍ଷା ଝିଅ ଭଲ ପ୍ରଦର୍ଶନ କରିଛନ୍ତି ।

ସୂଚନାଯୋଗ୍ୟ , କୋରୋନା ମହାମାରୀ ପାଇଁ କେତେକ ବିଷୟରେ ପରୀକ୍ଷା ହୋଇପାରିନଥିଲା । ଆଭରେଜ ମାର୍କ ଦିଆଯିବ । ଯଦି ଛାତ୍ର କିମ୍ବା ଛାତ୍ରୀ ମାର୍କ ବଢାଇବାକୁ ଚାହାଁନ୍ତି ତେବେ ସେମାନଙ୍କ ପାଇ ପୁଣି ଏକ ପରୀକ୍ଷା କରାଯିବ । ତେବେ ଯଦି ପରିସ୍ଥିତି ଅନୁକୂଳ ରହେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.