ETV Bharat / bharat

ପାନୀୟ ଉପଯୋଗୀ ନୁହେଁ କାବେରୀ ଜଳ: ସର୍ଭେ

କାବେରୀ ଜଳ ପଦୂଷଣ ପାଇଁ ଏହାର ଶାଖା ନଦୀ ତଳ କାବେରୀ ଓ କୁଶଳନଗର ମୁଖ୍ୟତଃ ଦାୟୀ । ଏହି ନଦୀର ଜଳ ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କାବେରୀ ଜଳକୁ ସାଂଘାତିକ ପ୍ରଦୂଷିତ କରୁଛି । ଏହାସହ କର୍ଣ୍ଣାଟକର ଦୂଷିତ ନର୍ଦ୍ଦମା ଜଳ ଏବଂ ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

author img

By

Published : Mar 13, 2019, 3:15 PM IST

ସୋସିଆଲ ମିଡିଆ

ବେଙ୍ଗାଲୁରୁ: ଆରମ୍ଭ ହୋଇଗଲାଣି ଅସହ୍ୟ ତାତି ସହ ଜଳକଷ୍ଟ । ଏଭଳି ଉତ୍କଟ ପରିସ୍ଥିତି ମଧ୍ୟ କର୍ଣ୍ଣାଟକରେ ଦେଖାଦେଇଛି । ପିଇବା ପାଣି ପାଇଁ ଲୋକେବିଭିନ୍ନ ଅସୁବିଧାର ସାମ୍ନା କରୁଛନ୍ତି । ଏସବୁ ଭିତରେ ବାଙ୍ଗଲୋର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାବେରୀ ଜଳର ଗୁଣବତ୍ତାକୁ ପରୀକ୍ଷଣ କରି ଏହାକୁ ଚତୁର୍ଥ ସ୍ଥାନରେ ସ୍ଥାନିତ କରିଛି। ଅର୍ଥାତ ଏହା ଲୋକଙ୍କ ପିଇବା ପାଇଁ ଉପଯୋଗୀ ନୁହେଁ । ଯଦି ଏହି ପରିସ୍ଥିତି ଲାଗି ରହେ ତେବେ ରାଜ୍ୟରେ ଜଳ ସଙ୍କଟ ଦେଖାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ଖବର ଅନୁଯାୟୀ, କାବେରୀ ଜଳ ପଦୂଷଣ ପାଇଁ ଏହାର ଶାଖା ନଦୀ ତଳ କାବେରୀ ଓ କୁଶଳନଗର ମୁଖ୍ୟତଃ ଦାୟୀ । ଏହି ନଦୀର ଜଳ ତାମିଲନାଡ଼ୁରେ ପ୍ରବେଶ ପୂର୍ବରୁ କାବେରୀ ଜଳକୁ ସାଂଘାତିକ ପ୍ରଦୂଷିତ କରୁଛି । ଏହାସହ କର୍ଣ୍ଣାଟକର ଦୂଷିତ ନର୍ଦ୍ଦମା ଜଳ ଏବଂ ଶିଳ୍ପାନୁଷ୍ଠାନର ବର୍ଜ୍ୟପାଣି ନଦୀରେ ମିଶୁଥିବାରୁ ଏଭଳି ସ୍ଥିତି ଉପୁଜିଛି।

ତାମିଲନାଡ଼ୁର କେନ୍ଦ୍ରାଞ୍ଚଳକୁ ବାଦଦେଲେ ସମସ୍ତ ଅଞ୍ଚଳ ପାଇଁ କାବେରୀ ନଦୀ ଜଳ ଅତି ଜରୁରୀ ହୋଇଥିବା ବେଳେ କର୍ଣ୍ଣାଟକର ଏଭଳି ବେପରୁଆ କାର୍ଯ୍ୟ ଚିନ୍ତାର ବିଷୟ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କହିଛି । ତେବେ କ୍ଲିନ କାବେରୀ କ୍ୟାମ୍ପେନ ଏହାର ଜଳକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ବିଭିନ୍ନ ସଚେତନା କାର୍ଯ୍ୟକ୍ରମର ଆୟୋଜନ କରୁଛି।

Slug,, bike gang arest , avb , Puri , 12.3.19

And,, ପୁରୀ ପୋଲିସ ଆଜି ଏକ ବାଇକ ଚୋରି ଗ୍ୟାଙ୍ଗ ର ଫର୍ଦଫାସ କରିଛି।ଏହି ଘଟଣା ରେ ସମୁଦ୍ର କୁଳ ଥାନା ପୋଲିସ 33 ଟି ଚୋରି ବାଇକ ଜବତ କରିଛି। ଏହି ଘଟଣା ରେ 8 ଜଣଙ୍କୁ ଗିରଫ କରାଯାଇଛି। ପୁରୀ ସହରରେ ଦୀର୍ଘ ଦିନ ହେବ ଏହି ଗ୍ୟାଙ୍ଗ ବାଇକ ଚୋରି କରୁଥିବା ବେଳେ ପୋଲିସ ର ମୁଣ୍ଡ ବ୍ୟଥାର କାରଣ ସାଜିଥିଲା। ତେବେ ଏହି ଚୋରି ବାଇକ କୁ ବିଭିନ୍ନ ଅପରାଧୀ କାର୍ଯ୍ୟକଳାପ ରେ ଲଗାଯାଉ ଥିଲା ବୋଲି ପୋଲିସ କହିଛି। ତେବେ ଏହି ଗ୍ୟାଙ୍ଗ କୁ ପୋଲିସ ଧରିବାରେ ସଫଳ ହୋଇ ଥିବା ବେଳେ ସମସ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ବାଇଟ ,, ସୌମେନ୍ଦ୍ର ପ୍ରିୟ ଦର୍ଶୀ ,, କେନ୍ଦ୍ରାଞ୍ଚଳ ପୋଲିସ ଆଇଜି।

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Mojo ରେ ଏହି avb ର ଭିଜୁଆଲ ବାଇଟ ଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.