ETV Bharat / bharat

ଅଣାୟତ ହେଉଛି ଚମକି ଜ୍ବର, ମନ୍ତ୍ରୀଙ୍କ ବିରୁଦ୍ଧରେ ମାମଲା

ଚମକି ଜ୍ବରରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା  111 ଜଣ ଶିଶୁ ମୃତ୍ୟୁବରଣ କଲେଣି । ଏନେଇ ମୁଜାଫରପୁରର ଏକ ଅଦାଲତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଧନ ଏବଂ ବିହାରର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଛି ।

ଫଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 17, 2019, 5:52 PM IST

ପାଟନା: ବିହାରରେ ଅଣାୟତ ହେବାରେ ଲାଗିଛି ଏନସେଫାଲାଇଟିସ୍ ସିଣ୍ଡ୍ରୋମ । ଏହି ମାରାତ୍ମକ ଚମକି ଜ୍ବରରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ସୁଦ୍ଧା 111 ଜଣ ଶିଶୁ ମୃତ୍ୟୁବରଣ କଲେଣି । ତେବେ ଏନେଇ ମୁଜାଫରପୁରର ଏକ ଅଦାଲତରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷବର୍ଦ୍ଧନ ଏବଂ ବିହାର ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେଙ୍କ ବିରୁଦ୍ଧରେ ମାମଲା ଦାଏର ହୋଇଥିବା ଜଣା ପଡିଛି ।

ସମାଜସେବୀ ତମନ୍ନା ହାଶମୀ କୋର୍ଟରେ ଏହି ମାମଲା ଦାୟର କରିଛନ୍ତି । ଯାହାର ଶୁଣାଣି ଜୁନ 24 ରେ ହେବ । ସେପଟେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ରବିବାର ମୁଜାଫରପୁର ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟ ରାଜ୍ୟମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ମଧ୍ୟ ଉପସ୍ଥିତ ଥିଲେ । ସ୍ଥିତିର ସୁଧାର ପାଇଁ ସେ ଡାକ୍ତର ଏବଂ ସ୍ବାସ୍ଥ୍ୟ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିଥିଲେ ।

Intro:Body:

FSD

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.