ETV Bharat / bharat

କ୍ୟାନ୍ସର ଅଟକାଇପାରିନି ସୌନ୍ଦର୍ଯ୍ୟ - bride

ବୈଷ୍ଣଭୀ ଜଣେ କ୍ୟାନ୍ସର ପୀଡିତା । ସେ ନିକଟରେ କ୍ୟାନ୍ସର ସହ ଲଢେଇ କରି ସେଥିରୁ ମୁକ୍ତି ପାଇଛନ୍ତି । ଏଥିପାଇଁ ତାଙ୍କୁ ନିଜର ମୁଣ୍ଡ ବାଳ କାଟିବାକୁ ପଡିଥିଲା । ଏହି ଫଟୋରେ ସେ ଲଣ୍ଡିତ ମସ୍ତକରେ ନଜର ଆସିଛନ୍ତି । ଲଣ୍ଡା ହୋଇଯାଇଥିଲେ ମଧ୍ୟ ସେ ହାର ମାନିନଥିଲେ କିମ୍ବା କୌଣସି ପ୍ରକାର ସଙ୍କୋଚ ପ୍ରକାଶ କରିନଥିଲେ । ବରଂ ସେ ଏପରି ଫଟୋସୁଟ କରି ଅନ୍ୟ କ୍ୟାନ୍ସର ପୀଡିତାଙ୍କ ଆତ୍ମବିଶ୍ବାସ ବଢାଇଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@naviindranpillai
author img

By

Published : Mar 5, 2019, 2:42 PM IST

ନୂଆଦିଲ୍ଲୀ: କୌଣସି ରୋଗ ଆମକୁ ଜୀବନରେ ହରାଇ ପାରିବନି । ଦୃଢ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ । ଶରୀରର ସୌନ୍ଦର୍ଯ୍ୟତାକୁ ମୁଣ୍ଡ ବାଳ ନିର୍ଦ୍ଧାରଣ କରେ ନାହିଁ । ଏହିସବୁ ଉକ୍ତିକୁ ସତ୍ୟ ପ୍ରମାଣିତ କରିଛନ୍ତି ବୈଷ୍ଣଭୀ ପୁଭେନ୍ଦ୍ରନ ।

ଇନଷ୍ଟାଗ୍ରାମରେ ନଭୀ ଇନ୍ଦ୍ରନ ପିଲ୍ଲାଇ ନାମରେ ଖ୍ୟାତ ବୈଷ୍ଣଭୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି । କିଛିଦିନ ତଳେ ସେ ନିଜ ସୋସିଆଲ ଆକାଉଣ୍ଟରେ ଫଟୋ ସେୟାର କରିଥିଲେ । ଏଥିରେ ସେ ନବବଧୂ ବେଶରେ ନଜର ଆସିଥିଲେ । ତେବେ ଏହା କିଛି ନୂଆ କଥା ନୁହେଁ । ଏପରି ଫଟୋ ସେୟାର କରିବାରେ କଣ ନୂଆ ଖବର ରହିଛି ଆପଣ ଭାବୁଥିବେ । କିନ୍ତୁ ପ୍ରକୃତରେ ଆପଣ ତାଙ୍କ ମୁଣ୍ଡ ଦେଖିଲା ପରେ ଜାଣିପାରିବେ ଏହାର ମହତ୍ତ୍ବ ।

ପ୍ରକୃତରେ ବୈଷ୍ଣଭୀ ଜଣେ କ୍ୟାନ୍ସର ପୀଡିତା । ସେ ନିକଟରେ କ୍ୟାନ୍ସର ସହ ଲଢେଇ କରି ସେଥିରୁ ମୁକ୍ତି ପାଇଛନ୍ତି । ଏଥିପାଇଁ ତାଙ୍କୁ ନିଜର ମୁଣ୍ଡ ବାଳ କାଟିବାକୁ ପଡିଥିଲା । ଏହି ଫଟୋରେ ସେ ଲଣ୍ଡିତ ମସ୍ତକରେ ନଜର ଆସିଛନ୍ତି । ଲଣ୍ଡା ହୋଇଯାଇଥିଲେ ମଧ୍ୟ ସେ ହାର ମାନିନଥିଲେ କିମ୍ବା କୌଣସି ପ୍ରକାର ସଙ୍କୋଚ ପ୍ରକାଶ କରିନଥିଲେ । ବରଂ ସେ ଏପରି ଫଟୋସୁଟ କରି ଅନ୍ୟ କ୍ୟାନ୍ସର ପୀଡିତାଙ୍କ ଆତ୍ମବିଶ୍ବାସ ବଢାଇଥିଲେ ।

ଏପରି ବ୍ରାଇଡଲ ଫଟୋସୁଟ କରି ସେ କର୍କଟ ପୀଡିତାଙ୍କ ଆତ୍ମବିଶ୍ୱାସ ବଢାଇବା ସହ ସେମାନଙ୍କୁ ଜୀବନରେ ହାର ନମାନିବା ପାଇଁ ପ୍ରେରଣା ଦେଇଛନ୍ତି । ତାଙ୍କ କହିବାନୁସାରେ କର୍କଟ ପାଇଁ ଅନେକ ମହିଳାଙ୍କ ସୌନ୍ଦର୍ଯ୍ୟ ହଜି ଯାଇଥାଏ । ସେମାନଙ୍କ ମନରେ ଆତ୍ମବିଶ୍ୱାସ କମି ଯାଇଥାଏ । ଏପରିକି କେତେକଙ୍କର ବିବାହ କରିବାର ସ୍ୱପ୍ନ ଅଧୁରା ରହି ଯାଇଥାଏ । କାରଣ ବିବାହ ଭାଙ୍ଗି ଯାଇଥାଏ । ହେଲେ ଦୃଢ ଇଚ୍ଛାଶକ୍ତି ଓ ବିଶ୍ୱାସ ରଖି ସମସ୍ତେ ନିଜକୁ ସଜାଇ ସୁନ୍ଦର କରିପାରିବେ । କର୍କଟ ଆମକୁ ଭଲ ଅବା ମନ୍ଦ ବିଭିନ୍ନ ଉପାୟରେ ପ୍ରଭାବିତ କରିଥାଏ । କିନ୍ତୁ ଆମେ ଏହାକୁ ଆମ ଜୀବନ ଉପରେ ପ୍ରଭାବ ବିସ୍ତାର କରିବାକୁ ଦେବା ନାହିଁ ବୋଲି ବୈଷ୍ଣଭୀ କହିଛନ୍ତି ।

ଏହି ଫଟୋରେ ସେ ଏକ ଉଜ୍ଜଳ ଟମାଟୋ କଲରର ରେଡ ଶାଢୀ ପିନ୍ଧିଥିଲେ । ହାତରେ ମେହେନ୍ଦୀ ଏବଂ ବିଭିନ୍ନ ଗହଣାରେ ସଜାଇ ହୋଇ ସେ ବେଶ ସୁନ୍ଦର ଦେଖାଯାଉଥିଲେ । ନଭୀ ବିଭିନ୍ନ ପୋଜରେ ଫଟୋ ଉଠାଇଥିଲେ । ଏହି ଫଟୋ ସବୁ ପୋଷ୍ଟ ହେବାର କିଛି ସମୟ ମଧ୍ୟରେ ଭାଇରାଲ ହୋଇଥିଲା । ଅନେକ ଲୋକ ଏହାର ପ୍ରଶଂସା କରିବା ସହ ନଭୀଙ୍କ ପଦକ୍ଷେପକୁ ସାବାସୀ ଦେଇଥିଲେ । ଏପରିକି କିଛି ଲୋକ କମେଣ୍ଟ କରି ତାଙ୍କ ସୌନ୍ଦର୍ଯ୍ୟର ତାରିଫ କରିଥିଲେ ।

Slug,, maha siv ratri loknath , avb , Puri, 3.3.19

Anchor,, ଆସନ୍ତାକାଲି ଦେବ ଦେବ ମହାଦେବ ତଥା ପ୍ରଭୁ ଶିବ ଙ୍କ ଜାଗର ପର୍ବ। ଏଥି ପାଇଁ ପୁରୀ ପ୍ରସିଦ୍ଧ ବାବା ଲୋକନାଥ ଙ୍କ ପୀଠ ଚଳ ଚଞ୍ଚଳ। ଏଥି ପାଇଁ ନୀତି କାନ୍ତି ଓ ପ୍ରଶାସନିକ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଚୂଡାନ୍ତ ନୀତିକାନ୍ତି ଅନୁସାରେ ରବିବାର ମଧ୍ୟ ରାତ୍ର ରେ ପ୍ରଭୁ ଲୋକନାଥ ଙ୍କ ଦ୍ୱାର ଫିଟା ପରେ ମଙ୍ଗଳ ଆଳତି ,ବଲ୍ଳବ ନୀତି ,ସକାଳ ଧୂପ , ଦ୍ଵି ପ୍ରହର ଧୂପ ଆଦି ନୀତି ଅନୁଷ୍ଠିତ ହେବ। ଦ୍ଵି ପ୍ରହର ଧୂପ ପରେ ଭକ୍ତ ଙ୍କ ଦର୍ଶନ ନିମନ୍ତେ ସାହାଣ ମେଲା ଅନୁଷ୍ଠିତ ହେବ। ସକାଳ 7 ଟା ରୁ 8 ଟା ମଧ୍ୟରେ ଏହି ସାହାଣ ମେଲା ଅନୁଷ୍ଠିତ ହେବ। ପରେ ଶ୍ରୀମନ୍ଦିର ରୁ ଲୋକନାଥ ଙ୍କ ପ୍ରତିମୂର୍ତ୍ତି ପଂକ୍ତି ଖାଇ ହରି ରୂପରେ ଲୋକନାଥ ମନ୍ଦିର କୁ ଆସିବାର ନୀତି ରହିଛି। ବେଢ଼ା ପରିକ୍ରମା ପରେ ଅନ୍ୟାନ୍ୟ ନୀତି ବଢି ମହାପ୍ରଭୁଙ୍କ ହରିହର ବେଶ ଅନୁଷ୍ଠିତ ହେବ। ପରେ ରାତ୍ର 4 ଟା ବେଳକୁ ମହାଦୀପ ଉଠିବାର ନୀତିକାନ୍ତି ରହିଛି। ଅନ୍ୟପଟେ ଜାଗର ଅବସରରେ ଲୋକନାଥ ଙ୍କ ପିଠରେ ଲକ୍ଷାଧିକ ଭକ୍ତ ଙ୍କ ସମାଗମ କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ପୋଲିସ ପକ୍ଷରୁ 10 ପ୍ଲାଟୁନ ରୁ ଉର୍ଦ୍ଧ୍ବ ଫୋର୍ସ ମୁତୟନ କରାଯିବ। ଏହା ଛଡା ଲାଇଟ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା, ଅଗ୍ନି ସମ ବିଭାଗ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି।

ବାଇଟ ,, ଭଵ ତରଣ ସାହୁ ,, ପୁରୀ ଉପ ଜିଲ୍ଲାପାଳ

ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ରେ ବାଇଟ ଯାଇଛି। ଗତକାଲି ଯାଇ ଥିବା ଲୋକୋ ନାଥ ମନ୍ଦିର ଷ୍ଟୋରୀ ର ଫାଇଲ ଭିଜୁଆଲ ଲାଗିବ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.