ETV Bharat / bharat

ହିନ୍ଦୁତ୍ବକୁ ସୁରକ୍ଷା ଦେବ ସିଏଏ: ଭିଏଚପି

ବିଶ୍ବ ହିନ୍ଦୁ ପରିଷଦ(VHP)ର ରାଷ୍ଟ୍ରୀୟ ସଂଯୁକ୍ତ ମହାସଚିବ ରାଘଭୁଲୁ ସିଏଏ ପ୍ରସଙ୍ଗରେ ନିଜର ସମର୍ଥନ ଘୋଷଣା କରିଛନ୍ତି। ହିନ୍ଦୁତ୍ବର ସୁରକ୍ଷା ପାଇଁ ନାଗରିକତା ସଂଶୋଧନ ଆଇନ ଅଣାଯାଇଛି, ଏଥିରେ କୌଣସି ଭୁଲ ନାହିଁ ବୋଲି ସେ କହିଛନ୍ତି। ଅଧିକ ପଢନ୍ତୁ...

author img

By

Published : Jan 6, 2020, 1:52 PM IST

CAA brought to save Hindutva
ହିନ୍ଦୁତ୍ବକୁ ସୁରକ୍ଷା ଦେବ ସିଏଏ

ହାଇଦ୍ରାବାଦ: ବିଶ୍ବ ହିନ୍ଦୁ ପରିଷଦ(VHP)ର ରାଷ୍ଟ୍ରୀୟ ସଂଯୁକ୍ତ ମହାସଚିବ ରାଘଭୁଲୁ ସିଏଏ ପ୍ରସଙ୍ଗରେ ନିଜର ସମର୍ଥନ ଘୋଷଣା କରିଛନ୍ତି। ହିନ୍ଦୁତ୍ବର ସୁରକ୍ଷା ପାଇଁ ନାଗରିକତା ସଂଶୋଧନ ଆଇନ(ସିଏଏ) ଅଣାଯାଇଛି, ଏଥିରେ କୌଣସି ଭୁଲ ନାହିଁ ବୋଲି ସେ କହିଛନ୍ତି। ଏହା ହିନ୍ଦୁତ୍ବକୁ ସୁରକ୍ଷା ଦେବ ବୋଲି ରାଘଭୁଲୁ ଜଣାଇଛନ୍ତି।

ଏଯାବତ୍ କୌଣସି ସରକାର ସମ୍ବିଧାନରେ ପରିବର୍ତ୍ତନ ଆଣିନଥିବା ବେଳେ ମୋଦି ସରକାର ଆଣିଛି, ଏଥିରେ ଭୁଲ କ'ଣ ରହିଛି ବୋଲି ସେ ପ୍ରଶ୍ନ କରିଛନ୍ତି। ଭିଏଚପିର ତେଲେଙ୍ଗାନା ପ୍ରଦେଶ ଅଧ୍ୟକ୍ଷ ଏମ୍. ରାମାରାଜୁ କହିଥିଲେ କି, କେବଳ ସଂଖ୍ୟାଲଘୁ ହିଁ ଏହାର ବିରୋଧ କରୁଛନ୍ତି। ସିଏଏ କେବଳ ହିନ୍ଦୁ, ଖ୍ରୀଷ୍ଟିଆନ, ଶିଖ୍, ବୌଦ୍ଧ, ପାର୍ସୀଙ୍କୁ ଏହା ମାଧ୍ୟମରେ ନାଗରିକତା ଦିଆଯିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକର ଟୁମକୁରରେ ବିରୋଧିଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସ ହିନ୍ଦୁ ଶରଣାର୍ଥୀଙ୍କୁ ବିରୋଧ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ।ଏହାସହ ସେ ସରକାରଙ୍କ ସଫଳତା ବିଷୟରେ ମଧ୍ୟ ଲୋକଙ୍କୁ ଜଣାଇଥିଲେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.