ETV Bharat / bharat

ବରଯାତ୍ରୀ ବସ ଦୁର୍ଘଟଣା ଘଟଣା: ମୃତକଙ୍କ ପରିବାରକୁ 2ଲକ୍ଷ କ୍ଷତିପୂରଣ - ବୁନ୍ଦି ବସ ଦୁର୍ଘଟଣା

ରାଜସ୍ଥାନ ବରଯାତ୍ରୀ ବସ ଦୁର୍ଘଟଣା ଘଟଣା । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ଅଧିକ ପଢନ୍ତୁ...

ରାଜସ୍ଥାନ ବରଯାତ୍ରୀ ବସ ଦୁର୍ଘଟଣା
ରାଜସ୍ଥାନ ବରଯାତ୍ରୀ ବସ ଦୁର୍ଘଟଣା
author img

By

Published : Feb 26, 2020, 2:09 PM IST

ଜୟପୁର: ରାଜସ୍ଥାନରେ ବରଯାତ୍ରୀ ବସ ଦୁର୍ଘଟଣା ଘଟଣା । ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ । ମୁଖ୍ୟମନ୍ତ୍ରୀଙ୍କ ଫାଣ୍ଠିରୁ ପ୍ରତି ମୃତକଙ୍କ ପରିବାକୁ 2 ଲକ୍ଷ ଟଙ୍କା ଓ ଆହତଙ୍କୁ 1 ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯିବ ।

  • I am deeply saddened to learn about the tragic accident in #Bundi in which about 25 people have lost lives after the bus fell into river Mej.. My heartfelt condolences to the bereaved families who have lost their loves ones in this tragedy. I wish speedy recovery to all injured.

    — Ashok Gehlot (@ashokgehlot51) February 26, 2020 " class="align-text-top noRightClick twitterSection" data=" ">

ସୂଚନାଯୋଗ୍ୟ, ଏକ ବିବାହ ଉତ୍ସବରେ ଯୋଗ ଦେଇ ଏକ ବସ କୋଟାରୁ ସୱାଇମାଧୋପୁରକୁ ଯାଉଥିବାବେଳେ ନଦୀକୁ ଖସି ଯାଇଥିଲା । ବସଟିରେ 28ଜଣ ଯାତ୍ରୀ ଥିବାବେଳେ 24 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବସ ଚାଳକର ଆଖି ଲାଗି ଯାଇଥିବାରୁ ଦୁର୍ଘଟଣା ଘଟିଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.