ETV Bharat / bharat

କୋଠା ଭୁଶୁଡି 4 ମୃତ - ଭୁଶୁଡିଲା କୋଠା

ଶୁକ୍ରବାର ଗୁଜୁରାଟର ପ୍ରଗତିନଗର ନଦିୟାଡ ଅଞ୍ଚଳରେ ବିଳମ୍ବିତ ରାତିରେ ଏକ ତିନି ମହଲା କୋଠା ଭୁଶୁଡି ପଡିଛି।ଏଥିରେ 4 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ମାଟି ତଳେ ଚାପି ହୋଇଥିବା ନେଇ ଆଶଙ୍କା କରାଯାଉଛି।

ଫଟୋ ସୌଜନ୍ୟ: ବ୍ୟୁରୋ ରିପୋର୍ଟ. ଇଟିଭି ଭାରତ
author img

By

Published : Aug 10, 2019, 10:19 AM IST

ଅହମଦାବାଦ: ଗୁଜୁରାଟର ପ୍ରଗତିନଗର ନଦିୟାଡ ଅଞ୍ଚଳରେ ବଡ ଧରଣର ଅଘଟଣ । ଶୁକ୍ରବାର ବିଳମ୍ବିତ ରାତିରେ ଏକ ତିନି ମହଲା କୋଠା ଭୁଶୁଡି ପଡିବାରୁ 4 ଜଣଙ୍କ ମୃତ୍ୟୁ ହୋଇଛି । ଏ ଦୁର୍ଘଟଣା ପରେ ଅନେକ ଲୋକ ମାଟି ତଳେ ଚାପି ହୋଇଥିବା ନେଇ ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ଭିଡିଓ ସୌଜନ୍ୟ: ବ୍ୟୁରୋ ରିପୋର୍ଟ. ଇଟିଭି ଭାରତ

ସ୍ଥାନୀୟ ବିଧାୟକ ପଙ୍କଜଭାଇ ଦେଶାଇ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାରକାରୀ ଦଳ ଅହମଦାବାଦ ଏବଂ ଭଦୋଦରାରୁ ଆସିଛନ୍ତି। କ୍ଷତିଗ୍ରସ୍ତ ହୋଇଥିବା କୋଠାଟି ବହୁ ପୁରୁଣା ହୋଇଥିବା ବେଳେ, ପ୍ରବଳ ବର୍ଷା କାରଣରୁ ଭୁଶୁଡିଥିବା ଜଣାପଡିଛି।

Intro:Body:

નડિયાદના કપડવંજ રોડ પરના પ્રગતિનગરના પુનેશ્વર એપાર્ટમેન્ટ નામનો ત્રણ માળનો એક બ્લોક શુક્રવારે રાત્રે અચાનક ધરાશાયી થયો હતો જેમાં અનેક લોકો ફસાયા છે. હાલ ફાયરબ્રિગેડની ટીમ ઘટનાસ્થળે પહોંચી છે. જ્યાં રાહત બચાવની કામગીરી ચાલી રહી છે. વિસ્તારના ધારાસભ્ય અને વિધાનસભાના મુખ્ય દંડક પંકજભાઈ દેસાઈ પણ ઘટના સ્થળે પહોંચ્યા છે.

અમદાવાદ અને વડોદરાથી ફાયરબ્રિગેડની ટીમ બોલાવાઈ છે.

દુર્ઘટનામાં 10થી 12 લોકો દટાયા હોવાની આશંકા વ્યકત કરવામાં આવી છે. દટાયેલાઓને બહાર કાઢવાની કામગીરીમાં નડિયાદ ફાયરબ્રિગેડ સહિતની બચાવ ટુકડી ઘટનાસ્થળે પહોંચી ગઈ છે. અમદાવાદથી પણ ફાયર બ્રિગેડની ટીમને બોલાવવામાં આવી છે. જ્યારે એનડીઆરએફની ટીમની મદદ લેવાઈ રહી છે.

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.