ETV Bharat / bharat

ଗାଡିର ନମ୍ବର ପ୍ଲେଟ ପାଇଁ 19 ଲକ୍ଷ ଖର୍ଚ୍ଚ

ଭଲ ଗାଡି ସହ ଭଲ ଘର, ଭଲ ଚାକିରୀ ସନ୍ଧାନରେ ସମସ୍ତେ। ହେଲେ ମଣିଷ ନିଜ ଅର୍ଜିତ ଧନ ନିଜ ବିଳାସମୟ ଜୀବନ ପାଇଁ ଖର୍ଚ୍ଚ କରିଥାଏ । ସେହିଭଳି ଜଣେ ଶିଳ୍ପପତି କେବଳ ନିଜର ଗାଡିର ନମ୍ବର ପ୍ଲେଟ ପାଇଁ 19 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି । ଘଟଣାଟି ଘଟିଛି ରାଜକୋଟ ଅଞ୍ଚଳରେ ।

author img

By

Published : Jul 26, 2019, 4:02 AM IST

ପ୍ରତୀକାତ୍ମକ ଫଟୋ

ସୁରଟ: ଆଜିକାଲିର ଦୁନିଆରେ ସମସ୍ତଙ୍କୁ ସବୁ କିଛି ସ୍ମାର୍ଟ ଆଉ ଭଲ ଜିନିଷ ଦରକାର । ତେବେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ରହୁଥିବା ବେଳେ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହିଁଥାନ୍ତି । ଭଲ ଗାଡି ସହ ଭଲ ଘର ଭଲ ଚାକିରୀ ସନ୍ଧାନରେ ସମସ୍ତେ। ହେଲେ ମଣିଷ ନିଜ ଅର୍ଜିତ ଧନ ନିଜ ବିଳାସମୟ ଜୀବନ ପାଇଁ ଖର୍ଚ୍ଚ କରିଥାଏ । ଏକଥା କହିବାର ମାନେ ଏମିତି କିଛି ଖବର ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ । ଜଣେ ଶିଳ୍ପପତି କେବଳ ନିଜର ଗାଡିର ନମ୍ବର ପ୍ଲେଟ ପାଇଁ 19 ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ।

କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ । ଘଟଣାଟି ଘଟିଛି ଗୁଜରାଟର ରାଜକୋଟ ଅଞ୍ଚଳରେ । ଏହି ଶିଳ୍ପପତିଙ୍କ ନାଁ ହେଉଛି ପ୍ରଶନ୍ନ । ତେବେ କାହିଁକି ଏକ ଚାରି ଚକିଆର କେବଳ ନମ୍ବର ପ୍ଲେଟ ପାଇଁ ସେ 19 ଲକ୍ଷ ଖର୍ଚ୍ଚ କଲେ । ଏହାର କାରଣ ବି ସେ କହିଛନ୍ତି । ତାଙ୍କ କହିବାନୁସାରେ ସେ ତାଙ୍କ ନମ୍ବର ପ୍ଲେଟରେ 7 ଲେଖିବାକୁ ଚାହୁଁଥିଲେ । ଗୁଜରାଟୀ ଭାଷାରେ 7 ସଂଖ୍ୟାଟି ଭଗବାନ ଗଣେଶଙ୍କ ପ୍ରତିଛବି ପରି ଦେଖାଯାଇଥାଏ ।

ମାତ୍ର ଏତେ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ତାଙ୍କ ସ୍ବପ୍ନ ପୁରା ହୋଇନଥିଲା । ନିୟମ ମୁତାବକ ଏହା ବେଆଇନ । ତେବେ ଏତେ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ନିଜ ମନ ପସନ୍ଦର ନମ୍ବର ଲେଖି ପାରିନଥିଲେ ପ୍ରଶନ୍ନ ।

କେବଳ ପ୍ରଶନ୍ନ ନୁହଁନ୍ତି ଏହା ପୂର୍ବରୁ ମଧ୍ୟ ଏମିତି ସମାନ ଘଟଣା ନଜରକୁ ଆସିଛି ।

Intro:Body:

ଆଜିକାଲିର ଦୁନିଆରେ ସମସ୍ତଙ୍କୁ ସବୁ କିଛି ସ୍ମାର୍ଟ ଆଉ ଭଲ ଜିନିଷ ଦରକାର । ତେବେ ସମସ୍ତେ ନିଜ ନିଜ ଜୀବନରେ ବ୍ୟସ୍ତ ରହୁଥିବା ବେଳେ ଏକ ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାକୁ ଚାହିଁଥାନ୍ତି । 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.