ETV Bharat / bharat

ବଜେଟ ଅଧିବେଶନ: ଦ୍ବିତୀୟ ଦିନରେ ଦିନ 12ଟା ଯାଏଁ ଗୃହ ମୁଲତବୀ - Budget Session live updates parliament

ଦ୍ବିତୀୟ ଦିନର ବଜେଟ ଅଧିବେଶନ ଆରମ୍ଭ ହେବା ପରେ ବିରୋଧି ସିଏଏ ଓ ଏନଆରସିକୁ ନେଇ ଲୋକସଭାରେ ହଙ୍ଗାମା । ଏହାପରେ ଦ୍ବିତୀୟ ଦିନରେ ମଧ୍ୟ ତଳ ସଦନରେ ଦିନ 12ଟା ଯାଏଁ ଗୃହ ମୁଲତବୀ କରାଯାଇଛି । ଅଧିକ ପଢନ୍ତୁ...

Budget Session
ଫଟୋ ସୌଜନ୍ୟ: @ANI
author img

By

Published : Feb 4, 2020, 11:53 AM IST

ନୂଆଦିଲ୍ଲୀ: ଦ୍ବିତୀୟ ଦିନର ବଜେଟ ଅଧିବେଶନ ଆରମ୍ଭ ହେବା ପରେ ବିରୋଧି ସିଏଏ ଓ ଏନଆରସିକୁ ନେଇ ଲୋକସଭାରେ ହଙ୍ଗାମା । ଏହାପରେ ଦ୍ବିତୀୟ ଦିନରେ ମଧ୍ୟ ତଳ ସଦନରେ ଦିନ 12ଟା ଯାଏଁ ଗୃହ ମୁଲତବୀ କରାଯାଇଛି ।

ଅନ୍ୟପକ୍ଷେ ମହାତ୍ମାଗାନ୍ଧୀଙ୍କୁ ନେଇ ଅନନ୍ତ କୁମାର ହେଗଡେଙ୍କ ବିବାଦୀୟ ବୟାନକୁ ନେଇ ବିରୋଧି ଘେରାଉ କରିଥିଲେ । ଫଳରେ ଗୃହକାମକୁ ମୁଲତବୀ ରଖାଯାଇଛି । ଏହାସହ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ମଣିକମ ଟେଗୋର ଲୋକସଭାରେ ସିଏଏକୁ ସ୍ଥଗିତ ପ୍ରସ୍ତାବ ଦେଇଛନ୍ତି ।

ଏହାସହ ନିର୍ଭୟା ଦୋଷୀଙ୍କୁ ଫାଶୀ ଦେବାରେ ବିଳମ୍ବକୁ ଦେଖି ସାଂସଦ ସଞ୍ଜୟ ସିଂହ ରାଜ୍ୟସଭାର ଶୂନ୍ୟକାଳରେ ଜବାବ ରଖିବାକୁ ଅନୁମତି ମାଗିଛନ୍ତି । ଏହାସହ ବିଜେପି ସାଂସଦ ସରୋଜ ପାଣ୍ଡେ ରାଜ୍ୟସଭାରେ ଏକ ଦେଶ ଏକ ନିର୍ବାଚନକୁ ନେଇ ଶୂନ୍ୟକାଳରେ ନୋଟିସ ଦେଇଛନ୍ତି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.