ETV Bharat / bharat

ବିଏସଏନଏଲ କର୍ମଚାରୀଙ୍କୁ ଗଦ୍ଦାର କହିଲେ ବିଜେପି ସାଂସଦ

author img

By

Published : Aug 11, 2020, 4:41 PM IST

ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ବିଏସଏନଏଲର କର୍ମଚାରୀଙ୍କୁ ଗଦ୍ଦାର କହିବା ସହ ରକାର ବିଏସଏନଏଲର ଘରୋଇକରଣ କରିବା ସହ 88 ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବେ ବୋଲି କହିଛନ୍ତି । ଅଧିକ ପଢନ୍ତୁ...

ବିଏସଏନଏଲ କର୍ମଚାରୀଙ୍କୁ ଗଦ୍ଦାର କହିଲେ ବିଜେପି ସାଂସଦ
ବିଏସଏନଏଲ କର୍ମଚାରୀଙ୍କୁ ଗଦ୍ଦାର କହିଲେ ବିଜେପି ସାଂସଦ

ବେଙ୍ଗାଲୁରୁ: କେନ୍ଦ୍ର ସରକାରଙ୍କ ଅଧିନରେ ଆସୁଥିବା ଟେଲିକମ ସର୍ଭିସ ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସଏନଏଲ)ର କର୍ମଚାରୀଙ୍କୁ ନେଇ ବିବାଦିତ ବୟାନ ଦେଇଛନ୍ତି ବିଜେପି ସାଂସଦ ଅନନ୍ତ କୁମାର ହେଗଡେ । ସରକାର ବିଏସଏନଏଲର ଘରୋଇକରଣ କରିବା ସହ 88 ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବେ ବୋଲି ଏକ କାର୍ଯ୍ୟକ୍ରମରେ ହେଗଡେ କହିଛନ୍ତି । ଏହାସହ ସେ ବିଏସଏନଏଲର କର୍ମଚାରୀଙ୍କୁ ଗଦ୍ଦାର ମଧ୍ୟ କହିଛନ୍ତି ।

ବିଜେପି ସାଂସଦ ଅନନ୍ତ କୁମାର ହେଗଡେ ଅନେକ ସମୟରେ ନିଜର ବୟାନକୁ ନେଇ ବିବାଦ ଘେରରେ ରହି ଆସିଛନ୍ତି । ନିକଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ସେ ଦେଇଥିବା ଏକ ବୟାନ ଉପରେ ବିବାଦ ଜୋର ଧରିଥିଲା । ସ୍ବାଧିନତା ପାଇଁ ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ଏକ ଡ୍ରାମା ବୋଲି କହିଥିଲେ ହେଗଡେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.