ETV Bharat / bharat

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ସ୍ବାମୀ ନାରାୟଣ ମନ୍ଦିର ଦର୍ଶନ - British PM visited swami narayan temple with girlfriend

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ନିର୍ବାଚନର ପ୍ରସ୍ତୁତିରେ । ହିନ୍ଦୁଙ୍କୁ ଆକର୍ଷିତ କରିବା ପାଇଁ ନୂଆ ଷ୍ଟ୍ରାଟେଜୀ ।

British PM visited swami narayan temple
ଫାଇଲ ଫଟୋ
author img

By

Published : Dec 9, 2019, 10:12 AM IST

ନୂଆଦିଲ୍ଲୀ: ଖୁବଶୀଘ୍ର ବ୍ରିଟେନର ଭାଗ୍ୟ ପରୀକ୍ଷା । ଏଥିପାଇଁ ପ୍ରସ୍ତୁତି କରୁଛନ୍ତି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ । ହିନ୍ଦୁ ସମୁଦାୟଙ୍କ ଭୋଟ ହାତେଇବା ପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ନୂଆ ଷ୍ଟ୍ରାଟେଜୀ । ଏଥିପାଇଁ ଲଣ୍ଡନରେ ଥିବା ସ୍ବାମୀ ନାରାୟଣ ମନ୍ଦିର ଯାଇ ଅଭିଷେକ କରାଇଛନ୍ତି ।

ବୋରିସ୍ ଜନସନ୍, ନିଜ ଗାର୍ଲଫ୍ରେଣ୍ଡ କୈରୀ ସାୟମଣ୍ଡସଙ୍କ ସହ ପୂଜା ପାଇଁ ପହଞ୍ଚିଥିଲେ ସ୍ବାମୀ ନାରାୟଣଙ୍କ ମନ୍ଦିର । କୈରୀ ନାଲି ରଙ୍ଗର ଶାଢି ମଧ୍ୟ ପିନ୍ଧିଥିବାର ଦେଖିବାକୁ ମିଳିଥିଲା । 31 ବର୍ଷିୟ କୈରୀ ଶନିବାର ବୋରିସଙ୍କ ସହ ମିଶି ଉତ୍ତର-ପଶ୍ଚିମ ଅଞ୍ଚଳରେ ନିର୍ବାଚନୀ ପ୍ରଚାର କରିଥିଲେ ।

ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ ଅଭିଯାନକୁ ସମର୍ଥନ କରିଛନ୍ତି । କାଶ୍ମୀର ମୁବ୍ଦା ଉପରେ ବିରୋଧି ଲେବର୍ ପାର୍ଟି ଭାରତ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ଟାର୍ଗେଟ କରି ବୋରିସ ଭାରତକୁ ସମର୍ଥନ କରିଥିଲେ ଓ ହିନ୍ଦୁଙ୍କ ପାଇଁ ମନ୍ଦିର ସର୍ବଶ୍ରେଷ୍ଠ ଦାନ ବୋଲି କହିଥିଲେ ।

Intro:Body:

testing

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.