ETV Bharat / bharat

ଫେରିଲେ ପିଏମ ମୋଦି; ସାଧାରଣତନ୍ତ୍ର ଦିବସରେ ଅତିଥି ହେବେ ବ୍ରାଜିଲ ରାଷ୍ଟ୍ରପତି

ଦୁଇଦିନିଆ ବ୍ରାଜିଲ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଫେରିଲେ ମୋଦି
author img

By

Published : Nov 16, 2019, 3:07 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରାଜିଲ ଗସ୍ତ ସାରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବ୍ରାଜିଲ ଠାରେ ଆୟୋଜିତ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବାକୁ ପିଏମ ମୋଦି 2 ଦିନିଆ ବ୍ରାଜିଲ ଗସ୍ତରେ ଥିଲେ।

ଏହି ଗସ୍ତରେ ମୋଦି ଗ୍ଲୋବାଲ ବିଜନେସ ଫୋରମକୁ ସମ୍ବୋଧନ କରିଥିଲେ । ଏହାସହ ବ୍ରିକ୍ସ ସମୁହ ପ୍ରତିନିଧିଙ୍କ ସହ ବ୍ୟକ୍ତିଗତ ସାକ୍ଷାତ ଆଲୋଚନା ହୋଇଥିଲା। ବାଣିଜ୍ୟ, ସୀମା ସୁରକ୍ଷା, ଆତଙ୍କବାଦ, ପ୍ରଯୁକ୍ତିବିଦ୍ୟାକୁ ନେଇ ପ୍ରତିପକ୍ଷଙ୍କ ସହ ଗଭୀର ଆଲୋଚନା କରିଥିଲେ ମୋଦି। ଏହାସହ ଭାରତର ଅର୍ଥ ବ୍ୟବସ୍ଥାକୁ ନିଜସ୍ବ ଅର୍ଥ ବ୍ୟବସ୍ଥା ଚିନ୍ତା କରି ଭାରତରେ ନିବେଶ କରିବା ପାଇଁ ଉପସ୍ଥିତି ବାଣିଜ୍ୟକମଣ୍ଡଳୀକୁ ଆହ୍ବାନ ଦେଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ କୂଟନୀତି ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିବେଚନା କରୁଛି ବୈଦେଶିକ ମନ୍ତ୍ରଣାଳୟ । ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତା ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଭାରତ ଆସିବା ପାଇଁ ବ୍ରାଜିଲ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଛନ୍ତି । ସେହିପରି ଚୀନ ଓ ଋଷ ରାଷ୍ଟ୍ରପତି ତାଙ୍କ ଦେଶ ଗସ୍ତରେ ଯିବା ପାଇଁ ପିଏମ ମୋଦିଙ୍କୁ ନିମନ୍ତ୍ରଣ ଦେଇଛନ୍ତି।

Intro:Body:

 BLANK FOR LINK  

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.