ETV Bharat / bharat

ତାଜମହଲ ବୁଲିଲେ ବ୍ରାଜିଲ ରାଷ୍ଟ୍ରପତି

ଭାରତ ଗସ୍ତରେ ଆସିଥିବା ବ୍ରାଜିଲ ଜାଏରୋ ବାଲସୋନାରୋ ପ୍ରସିଦ୍ଧ ଐତିହ୍ୟ ତାଜମହଲ ପରିଦର୍ଶନ କରିଛନ୍ତି। ଚଳିତ ବର୍ଷ 71 ତମ ସାଧାରଣତନ୍ତ୍ର ଦିବସରେ ଯୋଗ ଦେଇଥିଲେ ସେ। ବିଶ୍ୱ ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ତାଜମହଲର କାରୁକାର୍ଯ୍ୟକୁ ଉପଭୋଗ କରିଛନ୍ତି ସେ।

author img

By

Published : Jan 28, 2020, 12:27 PM IST

ତାଜମହଲ ବୁଲି ଦେଖିଲେ ବ୍ରାଜିଲ ରାଷ୍ଟ୍ରପତି
ତାଜମହଲ ବୁଲି ଦେଖିଲେ ବ୍ରାଜିଲ ରାଷ୍ଟ୍ରପତି

ଆଗ୍ରା: ଚଳିତ ବର୍ଷ 71 ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ 4 ଦିନିଆ ଭାରତ ଗସ୍ତରେ ଆସିଥିଲେ ବ୍ରାଜିଲ ରାଷ୍ଟ୍ରପତି ଜାଏରୋ ବାଲସୋନାରୋ। ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ବିଶ୍ବର ଅନ୍ୟତମ ସପ୍ତାଶ୍ଚର୍ଯ୍ୟ ଆଗ୍ରାର ତାଜମହଲ ପରିଦର୍ଶନ କରିଛନ୍ତି ସେ। ଜାନୁଆରୀ 24ରୁ 27 ତାରିଖ ଯାଏଁ 4 ଦିନିଆ ଭାରତ ଗସ୍ତରେ ରାଷ୍ଟ୍ରପତି ବାଲସୋନାରୋ।

ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବ୍ରାଜିଲ ରାଷ୍ଟ୍ରପତି ଜାଏରୋ ବାଲସୋନାରୋଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଏହା ସହ ଦୁଇ ଦେଶ ମଧ୍ୟମରେ 15ଟି ରାଜିନାମା ସ୍ବାକ୍ଷରିତ ହୋଇଛି । 2022 ଭିତରେ ଦ୍ବିପାକ୍ଷିକ ବେପାରରେ 15 ବିଲିୟନ ଆମେରିକା ଡଲାରରେ ପହଞ୍ଚିଇବାକୁ ଲକ୍ଷ୍ୟ ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.