ETV Bharat / bharat

ଲକଡାଉନ ପ୍ରଭାବ: ମେ ମାସରେ ବଦ୍ରିନାଥରେ ବ୍ରହ୍ମକମଳ ଫୁଟିଥିବାର କରାଯାଉଛି ଦାବି - ବଦ୍ରିନାଥରେ ବ୍ରହ୍ମକମଳ ଫୁଟିଥିବାର କରାଯାଉଛି ଦାବି

କୋରୋନା କାରଣରୁ ଲକଡାଉନରେ ସ୍ବଚ୍ଛ ହେଉଛି ସମଗ୍ର ପରିବେଶ । ଉତ୍ତରଖାଣ୍ଡର ବଦ୍ରିନାଥରେ ଦେବପୁଷ୍ପ ବ୍ରହ୍ମକମଳ ଫୁଟିଥିବା ନେଇ ଭାଇରାଲ ଭିଡିଓର ଜବାବ ରଖିଲେ ପରିବେଶ ବିତ । ଅଧିକ ପଢନ୍ତୁ ...

ବଦ୍ରିନାଥରେ ବ୍ରହ୍ମକମଳ ଫୁଟିଥିବାର କରାଯାଉଛି ଦାବି

author img

By

Published : May 12, 2020, 6:34 AM IST

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ଲକଡାଉନ ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଏହି ଲକଡାଉନରେ ପ୍ରଦୂଷଣ ହ୍ରାସ ହେତୁ ବଦ୍ରିନାଥରେ ବ୍ରହ୍ମାକମଳ ଫୁଲ ଫୁଟିଥିବା ଦାବି କରାଯାଇଛି ।

ବଦ୍ରିନାଥରେ ବ୍ରହ୍ମକମଳ ଫୁଟିଥିବାର କରାଯାଉଛି ଦାବି
ବଦ୍ରିନାଥରେ ବ୍ରହ୍ମକମଳ ଫୁଟିଥିବାର କରାଯାଉଛି ଦାବି

ସୋସିଆଲ ମିଡିଆରେ ଭିଡିଓ ସେୟାର କରିବା ସହ ଏକ ମେସେଜ ମଧ୍ୟ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଇଛି, ବଦ୍ରିନାଥରେ ଏହି ଘଟଣା ଅନେକ ବର୍ଷ ପରେ ଦୃଶ୍ୟମାନ ହୋଇଛି । ଦେବପୁଷ୍ପ "ବ୍ରହ୍ମାକମଳ" ଯାହାର ଦର୍ଶନ ମାତ୍ରକେ ପୁର୍ଣ୍ଣ୍ୟ ପ୍ରାପ୍ତି ପାଇଁ ହୋଇଥାଏ । ଲକଡାଉନରେ ପ୍ରଦୂଷଣ ହ୍ରାସ ହେତୁ ଦେବଭୂମି ଉତ୍ତରାଖଣ୍ଡର ସମତଳ ଅଞ୍ଚଳରେ “ବ୍ରହ୍ମାକମଳ” ଅଗଣିତ ସଂଖ୍ୟାରେ ଫୁଲ ଫୁଟିଛି ।

ତେବେ ଏହି ଘଟଣାରେ ଜଣେ ପରିବେଶବିତ କହିଛନ୍ତିଯେ, ଏବେ ଯେଉଁ ବ୍ରହ୍ମ କମଳ ଫୁଲଗୁଡିକ ଦୃଶ୍ୟମାନ ହେଉଛି, ଏହାର ଫୁଟିବାର ପ୍ରକୃତ ସମୟ ଅଗଷ୍ଟ-ସେପ୍ଟେମ୍ବର ଅଟେ। ଏହାର ପ୍ରାକୃତିକ ବାସସ୍ଥାନ ମଧ୍ୟ ଏହି ସମୟରେ ବରଫ ଦ୍ୱାରା ଆଚ୍ଛାଦିତ । ଏହା ପ୍ରାୟ 13 ରୁ 14 ହଜାର ଫୁଟ । ଏହି ଭିଡିଓ ବୋଧହୁଏ ଅନ୍ୟ ଏକ ଋତୁରୁ, କିମ୍ବା ଭିଡିଓଟି ପୁରୁଣା ହୋଇଥିବା ଅନୁମାନ କରାଯାଉଛି ।

ଏଥି ସହିତ ପ୍ରାୟ 20 ବର୍ଷ ଧରି ଟ୍ରାକିଂ କ୍ଷେତ୍ରରେ ପର୍ବତାରୋହଣ ଗାଇଡ୍ ଭାବରେ କାର୍ଯ୍ୟ କରୁଥିବା ନନ୍ଦନ ସିଂ ମାରାତୁଲିଆ କହିଛନ୍ତି ଯେ, ଆପଣ ଦେଖିଥିବା ଭିଡିଓ ଅତି କମରେ ପାଞ୍ଚ ବର୍ଷ ପୁରୁଣା। ଆପଣ ଦେଖୁଥିବା ଏହି ବ୍ରହ୍ମା କମଳ ଠିକ୍ କଥା । ଏହି ଫୁଲ ଯାହା କହଲୁବା ବିନାୟକ ଏବଂ ରୁପକୁଣ୍ଡ ମଧ୍ୟରେ 4 ରୁ 7 କିଲୋମିଟର ମାର୍ଗରେ ମାସରେ ଫୁଟିଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.