ETV Bharat / bharat

ତେଜସ ଏକ୍ସପ୍ରେସ ପାଇଁ ଅନଲାଇନ ବୁକିଂ ଆରମ୍ଭ - delhi to luckow tejas express

ଅତ୍ୟାଧୁନିକ ସୁବିଧା ସହ ଦ୍ରୁତ ଗତିରେ ଗଡିବ ତେଜସ ଏକ୍ସପ୍ରେସ। ଏନେଇ ଆରମ୍ଭ ହୋଇଛି ଟିକଟ ବୁକିଂ। ଆସନ୍ତା ଅକ୍ଟୋବର 4ରୁ ଯାତ୍ରା ଆରମ୍ଭ କରିବ ଏହି ଟ୍ରେନ।

ଡିଜାଇନ ଫଟୋ
author img

By

Published : Sep 21, 2019, 10:00 AM IST

ନୂଆଦିଲ୍ଲୀ: ଆରମ୍ଭ ହେଲା ବୁକିଂ । ଅତ୍ୟାଧୁନିକ ସୁବିଧା ସହ ଏଥର ସହଜରେ ଯାତ୍ରା କରିବେ ଯାତ୍ରୀ । ଅନଲାଇନରେ ଆପଣ କରିପାକରିବେ ଟିକଟ ବୁକିଂ । ଆସନ୍ତା ଅକ୍ଟୋବର 4ରୁ ଭାରତରର ପ୍ରଥମ ଘରୋଇ ଟ୍ରେନ ‘ତେଜସ ଏକ୍ସପ୍ରେସ’ ଦିଲ୍ଲୀଠାରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଚାଲିବ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହାର ଶୁଭାରମ୍ଭ କରିବେ।

ଦିଲ୍ଲୀରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ଏସି ଚେୟାରକାରର ଟିକଟ ମୂଲ୍ୟ 1280 ଟଙ୍କା ( ଟ୍ରେନ ଟିକଟ 895+ ଜିଏସଟି 45+କ୍ୟାଟେରିଂ ଚାର୍ଜ 340 ଟଙ୍କା ) ରହିବ । ଏହାସହ ଏକ୍ସକ୍ୟୁଟିଭ ଚେୟାର କାରର ଭଡା 2450 ଟଙ୍କା( ଭଡା 1966+ଜିଏସଟି 99+ କ୍ୟାଟେରିଂ 385) ରହିବ । ସେହିଭଳି ଦିଲ୍ଲୀରୁ କାନପୁର ଯାତ୍ରା କରିବା ପାଇଁ ଭଡା ଏସି ଚେୟାର କାର ପାଇଁ 1155( ଭଡା 776 + ଜିଏସଟି 39+କ୍ୟାଟେରିଂ 340 ) ରହିବ ଏବଂ ଏକ୍ସିକ୍ୟୁଟିଭ ଚେୟାର କାର ଭଡା 2155 ( ଭଡା 1685 +ଜିଏସଟି 85 +କ୍ୟାଟେରିଂ ଚାର୍ଜ 385 ଟଙ୍କା) ରହିବ।

ଆଇଆରସିଟିସି ଲକ୍ଷ୍ନୌରୁ ଦିଲ୍ଲୀ ଚେୟାର କାର ଭଡା ପାଇଁ 1125 ( ଭଡା 895+ ଜିଏସଟି 45+କ୍ୟାଟେରିଂ 185) ଟଙ୍କା ସ୍ଥିର କରାଯାଇଛି । ଏପଟେ ଲକ୍ଷ୍ନୌରୁ କାନପୁର ପର୍ଯ୍ୟନ୍ତ ଭଡା ଏସି ଚେୟାର କାର ପାଇଁ 320( ଭଡା 285+ଜିଏସଟି 15 +କ୍ୟାଟେରିଂ 20 ) ଟଙ୍କା ରଖାଯାଇଛି । ଏହାସହ ଏକ୍ସିକ୍ୟୁଟିଭ ଚେୟାର କାର ଭଡା 630 ( ଭଡା 571+ଜିଏସଟି 29 +କ୍ୟାଟେରିଂ 30) ଟଙ୍କା ସ୍ଥିର କରାଯାଇଛି ।

ତେଜସରେ ହାଇ କ୍ଲାସ କ୍ୟାଟେରିଂ ସେବାରେ କର୍ଣ୍ଣ ଫ୍ଲେକ୍ସ, ଫଳ ସାଲାଡ ଆଦି ଖାଦ୍ୟ ଉପଲବ୍ଧ ହେବ । ଏହାସହ ପାଣି ବୋତଲ ସହିତ ଆରଓ ସୁବିଧା ଦିଆଯିବ । ପୂର୍ବରୁ ଦେଶର କୌଣସି ଟ୍ରେନରେ ଏଭଳି ସୁବିଧା ଦିଆଯାଇ ନାହିଁ। କେବଳ ଏତିକି ନୁହେଁ ବିମାନ ଭଳି ଟ୍ରେନ ହୋଷ୍ଟେସ ରହି ଯାତ୍ରୀଙ୍କ ସୁବିଧା ଅସୁବିଧା ବୁଝିବେ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.