ETV Bharat / bharat

ଜରୁରୀକାଳୀନ ଅବତରଣ କଲା ମୁମ୍ବାଇ - ସିଙ୍ଗାପୁର ବିମାନ - ସିଙ୍ଗାପୁର ବିମାନ

ମଝି ଆକାଶରେ ଜରୁରୀକାଳୀନ ଅବତରଣ କଲା ସିଙ୍ଗାପୁର ବିମାନ। ବିମାନରେ ବୋମା ଥିବା ନେଇ ପ୍ରଚାର ହେବା ପରେ ସିଙ୍ଗାପୁରର ଚାଙ୍ଗି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀ କାଳୀନ ଅବତରଣ କରିଛି।

ଡିଜାଇନ ଫଟୋ
author img

By

Published : Mar 26, 2019, 3:00 PM IST

ମୁମ୍ବାଇ: ମୁମ୍ବାଇରୁ ସିଙ୍ଗାପୁର ଯାଉଥିବା ସିଙ୍ଗାପୁର ଏୟାର ଲାଇନ୍ସ ଏକ ବିମାନରେ ବୋମା ଥିବାର ଖବର ପ୍ରଚାର ହେବା ପରେ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଛି। ସିଙ୍ଗାପୁରର ଚାଙ୍ଗି ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ବିମାନଟିକୁ ଜରୁରୀକାଳୀନ ଅବତରଣ କରାଯାଇଛି । ଏହି ବିମାନରେ 263 ଜଣ ଯାତ୍ରୀ ଥିଲେ । ଏୟାର ଲାଇନ୍ସ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ଏସକ୍ୟୁ 463 ନମ୍ବର ବିଶିଷ୍ଟ ବିମାନଟି ମୁମ୍ବାଇରୁ ସିଙ୍ଗାପୁରକୁ ଯାତ୍ରା ଆରମ୍ଭ କରିଥିଲା। ତେବେ ବିମାନରେ ବୋମା ଥିବା ଖବର ପ୍ରଚାର ହେବା ପରେ ଜରୁରୀକାଳୀନ ଭାବେ ଅବତରଣ କରାଯାଇଥିବା ସିଙ୍ଗାପୁର ଏୟାର ଲାଇନ୍ସ କର୍ତ୍ତୃପକ୍ଷ କହିଛନ୍ତି । ମଙ୍ଗଳବାର ସକାଳ ଘଟିଛି ଏହି ଘଟଣା । ସୂଚନା ଅନୁଯାୟୀ, ଗତ ସୋମବାର ସକାଳ 11. 35 ମିନିଟ୍‌ରେ ମୁମ୍ବାଇରୁ ବିମାନଟି ଉଡାଣ ଭରିଥିଲା ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.