ETV Bharat / bharat

ପୁଣି ବଲିଉଡର ପାକିସ୍ତାନୀ ମାଫିଆ ଲିଙ୍କ କଥା ଉଠାଇଲେ ବୈଜୟନ୍ତ

author img

By

Published : Sep 5, 2020, 6:57 PM IST

ବଲିଉଡ କଳାକାରଙ୍କ ଅଣ୍ଡରୱାର୍ଲ୍ଡ ଆତଙ୍କବାଦୀ ଲିଙ୍କ ଥିବା ନେଇ ପୁନର୍ବାର ଏହି କଥା ଉଲ୍ଲେଖ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ଅଧିକ ପଢନ୍ତୁ..

bollywoods
bollywoods

ହାଇଦ୍ରାବଦ: ବଲିଉଡ କଳାକାରଙ୍କ ଅଣ୍ଡରୱାର୍ଲ୍ଡ ଆତଙ୍କବାଦୀ ଲିଙ୍କ ଥିବା ନେଇ ପୁନର୍ବାର ଉଲ୍ଲେଖ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା । ସେ କହିଛନ୍ତି ଦୀର୍ଘ ଦଶନ୍ଧି ଧରି ଏହି କଥା ପୁରୁଣା ହୋଇ ରହିଛି ।

ଏମାନଙ୍କ ମଧ୍ୟରୁ ଅନେକ ଆତଙ୍କବାଦ ସମର୍ଥକ ଏବଂ ପାକିସ୍ତାନ ପାଖରେ ଖୋଲାଖୋଲି ଆଶ୍ରୟ ନେଇଛନ୍ତି । ତେଣୁ ବଲିଉଡ଼ ଇଣ୍ଡଷ୍ଟ୍ରିରେ ISI ସଂଯୋଗକୁ ଏକ୍ସପୋଜ କରିବା ଅପରିହାର୍ଯ୍ୟ ବୋଲି କହିଛନ୍ତି ବୈଜୟନ୍ତ ।

ତେଣୁ ବର୍ତ୍ତମାନ ସ୍ଥିତିରେ ନୀରବତାକୁ ସମାପ୍ତ କରି ସେହି ଲୋକମାନଙ୍କ ବିରୋଧରେ ମୁହଁ ଖୋଲିବାର ଆବଶ୍ୟକତା ରହିଛି । ସେମାନଙ୍କର ବନ୍ଧୁତାକୁ ପରିତ୍ୟାଗ କରିବାର ସମୟ ଆସିଛି ବୋଲି କହିଛନ୍ତି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.