ETV Bharat / bharat

ମୁମ୍ବାଇରେ ବିଭତ୍ସ ହତ୍ୟାକାଣ୍ଡ: ମିଳିଲା ମହିଳାଙ୍କ ମୁଣ୍ଡ ଓ ଗୋଡ - Body of women found in 3 Pieces

ମୁମ୍ବାଇ ଦକ୍ଷିଣ ବିଦ୍ୟାବିହାର ଅଞ୍ଚଳରେ 40 ବର୍ଷୀୟା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି।

women death in mumbai
ମୁମ୍ବାଇରେ ବିଭତ୍ସ ହତ୍ୟାକାଣ୍ଡ: ମିଳିଲା ମହିଳାଙ୍କ ମୁଣ୍ଡ ଓ ଗୋଡ
author img

By

Published : Dec 30, 2019, 3:11 PM IST

ମୁମ୍ବାଇ: ଦେଶରେ ବଢୁଛି ହତ୍ୟା ଓ ଦୁଷ୍କର୍ମ ଭଳି ଘଟଣା। ମୁମ୍ବାଇ ଦକ୍ଷିଣ ବିଦ୍ୟାବିହାର ଅଞ୍ଚଳରେ 40 ବର୍ଷୀୟା ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର ହୋଇଛି। ଘଟକୋପାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ମୁମ୍ବାଇରେ ବିଭତ୍ସ ହତ୍ୟାକାଣ୍ଡ: ମିଳିଲା ମହିଳାଙ୍କ ମୁଣ୍ଡ ଓ ଗୋଡ

ମହିଳାଙ୍କର ମୁଣ୍ଡ ଓ ଗୋଡ ବିଦ୍ୟାବିହାର ଅଞ୍ଚଳରୁ ମିଳିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶରୀରର ଅନ୍ୟ ଅଂଶକୁ ପୋଲିସ ଠାବ କରି ପାରିନାହିଁ । ମହିଳାଙ୍କର ଉକ୍ତ ମହିଳାଙ୍କର ପରିଚୟ ମିଳି ପାରିନାହିଁ । ସେପଟେ ମହିଳାଙ୍କର ଖଣ୍ଡବିଖଣ୍ଡିତ ଅଂଶ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ତେବେ ବାରମ୍ବାର ଏହି ଅଞ୍ଚଳରେ ଏଭଳି ଘଟୁଥିବା ପୋଲିସ ସ୍ବୀକାର କରିଛି ।

Intro:विद्याविहार महिलेचा धडापासून शीर व पाय कापलेला मृतदेहBody: विद्याविहार पश्चिम येथील डिमार्ट च्या बाजूला पदपथावर अंदाजे 40 वर्षाच्या महिलेचा शीर आणि पाय कापलेला मृतदेह आढळून आल्याने खळबळ उडाली आहे.घटनास्थळी घाटकोपर पोलीस आणि क्राईम ब्रँच दाखल झाले आहेत.सकाळी 9 वाजताच्या दरम्यान काही पादचाऱ्यांना हा मृतदेह दिसल्यावर त्यांनी याची माहिती पोलिसांना दिली होती.मृतदेहचे शीर नसल्याने मृतदेह ची अजून ओळख पटत नाही.गेल्या काही दिवसात मुंबईत अश्या प्रकारच्या हत्या करून शरीराचे भाग कापून मृतदेह फेकण्याचा घटना वारंवार समोर येत आहेतConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.