ETV Bharat / bharat

ବିଜେପି କ୍ୟାମ୍ପେନିଂ ବେଳେ ଅଘଟଣ, ଡଙ୍ଗା ଓଲଟି ତିନି ମୃତ

author img

By

Published : Dec 13, 2020, 4:50 PM IST

ବିଜେପି କ୍ୟାମ୍ପେନିଂ ବେଳେ ଅଘଟଣ । ଡଙ୍ଗା ଓଲଟି 3 ଜଣ ମୃତ, ଜଣେ ଉଦ୍ଧାର ହୋଇଥିବା ସୂଚନା । ଅଧିକ ପଢନ୍ତ...

Boat capsises in dal lake in jk
ବିଜେପି କ୍ୟାମ୍ପେନିଙ୍ଗ ବେଳେ ଅଘଟଣ,ଡଙ୍ଗା ଓଲଟି ତିନି ମୃତ

ଶ୍ରୀନଗର: ଜମ୍ମୁକାଶ୍ମୀରରେ ବିଜେପିର ଦଳୀୟ କର୍ମୀ ଡଙ୍ଗାରେ କ୍ୟାମ୍ପେନିଂ କରୁଥିବା ବେଳେ ଘଟିଲା ଅଘଟଣ । ଏଥିରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା କର୍ମୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ତେବେ ମୃତ୍ୟୁ ବରଣ କରିଥିବା ତିନି ଜଣ ସାମ୍ବାଦିକ ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଜମ୍ମୁ କାଶ୍ମୀରର ଡାଲ ହ୍ରଦରେ ବିଜେପିର ପ୍ରଚାର କାର୍ଯ୍ୟକ୍ରମ ଚାଲିଥିଲା । ଯେଉଁଥିରେ ଶହ ଶହ କର୍ମୀ ଯୋଗ ଦେଇଥିଲେ । ଡଙ୍ଗାରେ ବସି ଦଳୀୟ କର୍ମୀମାନେ କ୍ୟାମେନିଂ କରୁଥିଲ । ଖବର ସଂଗ୍ରହ କରିବାକୁ ଯାଇଥିବା କିଛି କ୍ୟାମେରାମ୍ୟାନ ମଧ୍ୟ ଉକ୍ତ ଡଙ୍ଗାରେ ଥିଲେ । ହେଲେ ହଠାତ ଡଙ୍ଗାଟା ବୁଡି ଯାଇଥିଲା ଓ ତିନି ଜଣ ମୃତ୍ୟୁବରଣ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

.

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.