ETV Bharat / bharat

ମୁମ୍ବାଇ ସିଏସଟି ଫୁଟଓଭର ବ୍ରିଜ ଟ୍ରାଜେଡି: 2 ଇଞ୍ଜିନିୟର ନିଲମ୍ବିତ - engineer

ମୁମ୍ବାଇ ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ନିଆଗଲା ପ୍ରଥମ ପଦକ୍ଷେପ । ଏହି ଘଟଣା ଦୁଇ ଇଞ୍ଜିନିୟରଙ୍କୁ କରାଗଲା ନିଲମ୍ବିତ। ଦୁଇଜଣ ହେଲେ 2017-18 ରେ ବ୍ରିଜର ନିର୍ମାଣ ଯାଞ୍ଚ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଏଆର ପାଟିଲ ଏବଂ 2013-14ରେ ବ୍ରିଜର ମରାମତି ପାଇଁ କାମ କରୁଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଏସଏଫ କଲକୁଟ୍ଟେ।

ଫଟୋ ସୌଜନ୍ୟ : ଟ୍ବିଟର@ANI
author img

By

Published : Mar 16, 2019, 11:37 AM IST

ମୁମ୍ବାଇ: ଗୁରୁବାର ମୁମ୍ବାଇ ସିଏସଟି ରେଳ ଷ୍ଟେସନ ନିକଟରେ ଗୁରୁବାର ସଂଧ୍ୟାରେ ଭୁଶୁଡିଥିଲା ଫୁଟ ଓଭର ବ୍ରିଜ । ଏଥିରେ ପ୍ରାଣ ହରାଇଥିଲେ 6 ଜଣ । ଆଉ ଗୁରୁତର ଆହତ ହୋଇଥିଲେ 30ରୁ ଊର୍ଦ୍ଧ୍ବ ଲୋକ । ତେବେ ଏନେଇ ଅନେକ ବିଏମସିକୁ ଦାୟୀ କରିଥିଲେ । ଆଉ ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାସହ ମୃତକଙ୍କ ପରିବାରକୁ 5 ଲକ୍ଷ ଟଙ୍କା ଏବଂ ଆହତଙ୍କ ଚିକିତ୍ସା ପାଇଁ 50 ହଜାର ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ ।

ତେବେ ଏହି ଘଟଣାରେ ଦୋଷୀ ଭାବେ 2 ଜଣ ଇଞ୍ଜିନିୟରଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି । ଘଟଣା ପରେ ମୁଖ୍ୟମନ୍ତ୍ରୀ ଫଡନାଭିସ ଉଚ୍ଚସ୍ତରୀୟ ତଦନ୍ତ କଥା କହିଥିଲେ । ଏହାପରେ ଶୁକ୍ରବାର ବିଏମସି କମିଶନର ଅଜୟ ମେହତା ଦୁଇ ଜଣଙ୍କ ନିଲମ୍ବନ ପରେ ସେମାନଙ୍କ ବିରୁଦ୍ଧରେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

2017-18 ରେ ବ୍ରିଜର ନିର୍ମାଣ ଯାଞ୍ଚ କରିଥିବା ଏକଜିକ୍ୟୁଟିଭ ଇଞ୍ଜିନିୟର ଏଆର ପାଟିଲ ଏବଂ 2013-14ରେ ବ୍ରିଜର ମରାମତି ପାଇଁ କାମ କରୁଥିବା ଆସିଷ୍ଟାଣ୍ଟ ଇଞ୍ଜିନିୟର ଏସଏଫ କଲକୁଟ୍ଟେଙ୍କୁ ନିଲମ୍ବନ କରାଯାଇଛି । ଫୁଟ ଓଭର ବ୍ରିଜ ଭୁଶୁଡିବା ଘଟଣାରେ ପୋଲିସ ଆଜାଦ ନଗର ଥାନାରେ ମାମଲା ରୁଜୁ କରିଛି । ଆଇପିସି ଧାରା 304 ଏ ଏବଂ 338ରେ ମାମଲା ରୁଜୁ କରାଯାଇଥିଲା।

---------- Forwarded message ---------
From: RANJAN KUMAR RATH <ranjankumar.rath@etvbharat.com>
Date: Fri, Mar 15, 2019 at 2:49 PM
Subject: RANJAN RATH - RAYAGADA - 15-3-19 - SEX RACKET
To: Odia Desk <odiadesk@etvbharat.com>, BISWANATH PRAHARAJ RAJAGURU <rajguru.bp@etvbharat.com>, SARADA LAHANGIR <sarada.lahangir@etvbharat.com>, Ajit Kumar <ajitkumar.d@etvbharat.com>

Slug –  ଭଡ଼ାଘରୁ ସେକ୍ସ ରାକେଟ ଉଦ୍ଧାର  ।
Report- Ranjan Rath
Date – 15- 3-19
Formate – AVO+BYTE
Anchar –ରାୟଗଡ଼ା ସହରର ସାଇଇଟଂର ନ୍ୟେସନାଲ ହୋଟେଲ ପାଖ ଏକ ଭଡ଼ା ଘରୁ ପୁଲିସ ଠାବ କରିଛି ଏକ ସେକ୍ସ ରାକେଟ  ।  ବିଶେଷ ସୁତ୍ରରୁ ଖବର ପାଇ ରାୟଗଡ଼ା ପୁଲିସ ଉକ୍ତ ଘର ଉପରେ ଚଢ଼ାଉ କରିବା ସମୟରେ ଜଣେ ଦେହଯିବି ସମେତ ୫ ଜଣ ଗ୍ରାହକଙ୍କୁ ଅସଞତ  ଅବସ୍ଥାରେ ପାଇଥିଲା । ଏହି ମାମଲାରେ  ୫ ଯୁବକକୁ ଗିରଫ କରିଥିବା ବେଳେ ଯୁବତିକୁ ସ୍ୱଧାରା ଗୃହକୁ ପଠେଇ ଦେଇଛି ।  ଗତ କିଛିମାସ ହେଲା ମୁଖ୍ୟ ଅଭିଯୁକ୍ତ ଚନ୍ଦନ କୁମାର ଚୈ ଧୁରି ବିଭିନ୍ନ ଅଚଂଳରୁ ଯୁବତୀ ମାନଙ୍କୁ ଆଣି ଏହି ଅନ÷ତିକ କାମରେ ନିୟୋଜିତ କରୁଥିବା ପୁଲିସ ପ୍ରକାଶ କରିଛି । ଘଟଣା ସ୍ଥଳରୁ ପୁଲିସ ଆପତିଜନକ ସାମଗ୍ରିସହ ୭ ଟି ମୋବାଇଲ ୩୭ ହଜାରରୁ ଉଦ୍ଧ୍ୱର୍ ଟଙ୍କା ଏବଂ ଗୋଟିଏ କାର ଜବତ ହୋଇଛି । ଏହି ଘଟଣାରେ ଅନ୍ୟଗିରଫ ବ୍ୟକ୍ତିମାନେ ହେଲେ ଅମିତ ଲାୟା , ବିରେନ କୁମାର ଲାୟା , ଶିବରାମ ଡ଼ାକୁଆ , ଦୁଖିଶ୍ୟାମ କର , ଜଗନ୍ନାଥ ନାୟକ ଅଛନ୍ତି  । ଆଜି ଏମାନଙ୍କୁ କୋର୍ଟ ଚାଲାଣ କରାଯିବା ସହ   ଏହି ଘଟଣାର ଅନ୍ୟ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି । 
BYTE – ନିହାର ରଞ୍ଜନ ପ୍ରଧାନ  ( ଥାନା ଅଧିକାରି) 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.