ETV Bharat / bharat

ବାଣ ବିସ୍ଫୋରଣରେ ଗୋଟିଏ ପରିବାରର 6 ମୃତ, 8 ଆହତ - ବାଣ ବିସ୍ପୋରଣ

ଉତ୍ତର ପ୍ରଦେଶ ଏଟାର ମିରହଚି ଥାନା ଅଞ୍ଚଳର ଏକ ଘରେ ନିଆଁ ଲାଗି ବାଣ ବିସ୍ଫୋରଣ ଘଟିବାରୁ ଗୋଟିଏ ପରିବାରର 6 ଜଣଙ୍କ ମୃତ୍ୟୁ ହୋଇଛି । 8 ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Sep 21, 2019, 6:39 PM IST

ଲକ୍ଷ୍ନୌ: ଏଟାର ମିରହଚି ଥାନା ଅଞ୍ଚଳରେ ଶନିବାର ଗୋଟିଏ ଘରେ ନିଆଁ ଲାଗି ବିସ୍ଫୋରଣ ଘଟିଛି । ଘରେ ରଖାଯାଇଥିବା ବାଣ ଯୋଗୁଁ ବିସ୍ଫୋରଣ ହୋଇଥିବା ସୂଚନା ରହିଛି । ଏହି ବିସ୍ଫୋରଣରେ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 8 ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ବାଣ ବିସ୍ପୋରଣ, 6 ମୃତ 8 ଆହତ

ସୂଚନା ଅନୁସାରେ ମୁନ୍ନି ଦେବୀ ନାମକ ମହିଳାଙ୍କ ଘରେ ପ୍ରଥମେ ନିଆଁ ଲାଗିଥିଲା, ଆଉ ନିଆଁ ଲାଗିବା ପରେ ବଡ ଧରଣର ବିସ୍ଫୋରଣ ହୋଇଥିଲା । ଯାହାଦ୍ବାରା ଘରଟି ସମ୍ପୂର୍ଣ୍ଣ ଭୁଶୁଡି ପଡିଥିଲା । ଯାହାଫଳରେ ଘର ଭିତରେ ଥିବା ସମସ୍ତ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ଯାଇଥିଲେ । ସ୍ଥାନୀୟ ଲୋକଙ୍କ ସୂଚନା ପରେ ଜିଲ୍ଲାପାଳ ସୁଖଲାଲ ଭାରତୀ ତଥା ଏସପି ସୁନୀଲ କୁମାର ସିଂହ ଉଦ୍ଧାରକାରୀ ଦଳ ସହ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ ।

ତେବେ ବିସ୍ଫୋରଣ ପରେ 4 ଜଣଙ୍କ ମୃତଦେହ ଚିହ୍ନଟ ହୋଇ ପାରିଥିବା ବେଳେ ଅନ୍ୟ ଦୁଇଜଣଙ୍କୁ ଚିହ୍ନଟ କରାଯାଇପାରିନାହିଁ ।

ମୁନ୍ନି ଦେବୀଙ୍କ ପାଖରେ ବାଣ ଲାଇସେନ୍ସ ଅଛି, ଆଉ ଗୋଟିଏ ଲାଇସେନ୍ସ ଗିରିରାଜ ନାମକ ବ୍ୟକ୍ତି ପାଖରେ ରହିଥିବା ଜଣାପଡିଛି । ଉଭୟ ବାଣ ଗୋଦାମ ଚଲାଉଥିବା ଜଣା ସୂଚନା ରହିଛି । ଘଟଣା ପରେ ବାଣ ଗୋଦାମ ମଧ୍ୟ ପରିଦର୍ଶନ କରିଛନ୍ତି ଜିଲ୍ଲାପାଳ ଓ ଏସପି । ଘର ଭିତର କିଛି ବାଣ ମହଜୁଦ ରଖାଯାଇଥିବାରୁ ନିଆଁ ଲାଗିବା ମାତ୍ରେ ବିସ୍ଫୋରଣ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:एटा के मिरहची थाना क्षेत्र स्थित मिरहची कस्बे में शनिवार को एक घर में आग लगने से धमाका हो गया। धमाका घर में रखे पटाखों से होना बताया जा रहा है। इस धमाके में 6 लोगों की मौत हो गई है। वहीं 8 लोग घायल बताए जा रहे हैं। सभी आठ घायलों को बेहतर इलाज के लिए सैफई के मेडिकल कॉलेज रेफर कर दिया गया है। मृतकों के शव को कब्जे में लेकर पुलिस ने पोस्टमार्टम हाउस पहुंचा दिया।

Body:मिरहची कस्बे में उस समय बड़ा हादसा हो गया। जब मुन्नी देवी नामक महिला के मकान में आग लग गई। आग लगते ही मकान में जोरदार ब्लास्ट हुआ। जिससे पूरा घर मलबे में तब्दील हो गया। घर के मलबे में दर्जनों लोग दब गए। स्थानीय लोगों ने घटना की सूचना पुलिस को दी। सूचना मिलते ही आनन-फानन में जिले के डीएम सुखलाल भारती व एसएसपी सुनील कुमार सिंह दल बल के साथ मौके पर पहुंच गए। अधिकारियों के पहुंचते ही राहत एवं बचाव कार्य शुरू हुआ। मलबे से घायलों को निकाल कर जिला अस्पताल भेजा जाने लगा। बताया जा रहा है कि धमाका इतना जोरदार था कि कई शव पहचान में नहीं आ रहे थे। यह धमाका घर में रखे पटाखों में आग लगने के बाद होना बताया जा रहा है।

घर मे रखे थे भारी मात्रा में पटाखे

घर के मलबे को देख कर ही धमाके का अंदाजा लगाया जा सकता है। मुन्नी देवी के घर में धमाका हुआ है। उसके नाम पर पटाखे का लाइसेंस है। दूसरा लाइसेंस गिरिराज नाम के व्यक्ति का बताया जा रहा है। दोनों लोगों ने पटाखे का लाइसेंस कई साल पहले लिया था। जिसमें पटाखे के गोदाम को बाग में दिखाया गया है। डीएम व एसपी ने गोदाम का भी घटना के बाद दौरा किया।

Conclusion:डीएम सुखलाल भारती ने बताया है कि इन लोगों के नाम पटाखे बनाने का लाइसेंस तो था। लेकिन जहां धमाका हुआ है वह घर पर इन लोगों ने कुछ पटाखे का स्टाक रख रखा था। जिस में आग लगने से धमाका हुआ है। उन्होंने बताया इस विस्फोट में 6 लोगों की मौत हो गई है। जिसमें से चार की पहचान हो पाई, वहीं आठ घायलों को बेहतर इलाज के लिए सफाई भेज दिया गया है।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.